Viral Bengaluru Video / ବେଙ୍ଗାଲୁରୁ ଅଟୋ ଡ୍ରାଇଭରଙ୍କୁ ଦୁର୍ବ୍ୟବହାର କଲେ ଦମ୍ପତି, କନ୍ନଡ଼ରେ ମନ୍ତବ୍ୟ ପାଇଁ ପରେ କ୍ଷମା ମାଗିଲେ
·4 months ago·2 min read

Key Points
ବେଙ୍ଗାଲୁରୁରେ ଜଣେ ଅଟୋ ଡ୍ରାଇଭର ଏବଂ ଜଣେ ଦମ୍ପତିଙ୍କ ମଧ୍ୟରେ ହୋଇଥିବା ଭୟଙ୍କର ଝଗଡ଼ାର ଏକ ଭିଡିଓ ସୋସିଆଲ ମିଡିଆରେ ବ୍ୟାପକ ଭାବେ ଭାଇରାଲ ହୋଇଛି।
ବେଙ୍ଗାଲୁରୁରେ ଜଣେ ଅଟୋ ଡ୍ରାଇଭର ଏବଂ ଜଣେ ଦମ୍ପତିଙ୍କ ମଧ୍ୟରେ ହୋଇଥିବା ଭୟଙ୍କର ଝଗଡ଼ାର ଏକ ଭିଡିଓ ସୋସିଆଲ ମିଡିଆରେ ବ୍ୟାପକ ଭାବେ ଭାଇରାଲ ହୋଇଛି। X ରେ ପ୍ରଚାର ପାଇଥିବା ଭିଡିଓରେ ମହିଳା ଜଣକ ଅଟୋ ଡ୍ରାଇଭରଙ୍କ ସହ ବହୁତ ଆକ୍ରମଣାତ୍ମକ ଭାବରେ ଯୁକ୍ତିତର୍କ କରୁଛନ୍ତି ଏବଂ ସେଥିରେ ଥିବା ଲୋକମାନେ ଘଟଣାଟିକୁ ଦେଖୁଛନ୍ତି। ଭିଡିଓରେ ମହିଳା ଜଣକଙ୍କୁ ହିନ୍ଦୀରେ “ତୁମହାରି ଔକାତ୍ ନେହିଁ ହେ ହମାରେ ସାମନେ” ବୋଲି କହୁଥିବା ଏବଂ ପରେ କନ୍ନଡ୍ ଭାଷାରେ ମଧ୍ୟ ଅପଶବ୍ଦ କହିବା ଶୁଣାଯାଉଛି। ଏହି କଥାବାର୍ତ୍ତାକୁ ନେଇ ଅନଲାଇନରେ ତୀବ୍ର ପ୍ରତିକ୍ରିୟା ଦେଖାଯାଇଛି।
ଏହାସହ ପଢ଼ନ୍ତୁ: ଆଇଫୋନ୍ ଖୋଳରୁ ବାହାରିଲା ପରଟା; ସମସ୍ତେ ଆଶ୍ଚର୍ଯ୍ୟ
ପ୍ରଥମ ଭିଡିଓ ପରେ ଦ୍ୱିତୀୟ ଏକ କ୍ଲିପ୍ ମଧ୍ୟ ଭାଇରାଲ ହୋଇଛି, ଯେଉଁଥିରେ ଅଟୋ ଡ୍ରାଇଭର ଜଣେ ଦମ୍ପତିଙ୍କ ପାଖକୁ ଆସି କୌଣସି କଥାକୁ ନେଇ ଯୁକ୍ତିତର୍କ କରୁଥିଲେ। ମହିଳା ଜଣକ ପ୍ରଥମେ ହିନ୍ଦୀରେ ଆଉ ପରେ କନ୍ନଡ୍ ଭାଷାରେ ଗାଳି କରିଥିବାରୁ ସ୍ଥାନୀୟ ଲୋକମାନେ ରାଗିଯାଇଥିଲେ। ସେମାନେ କହିଥିଲେ ଯେ ମହିଳା ଜଣକ କନ୍ନଡ୍ ଭାଷାକୁ ଅପମାନ କରିଛନ୍ତି। ସେ ତୁରନ୍ତ କ୍ଷମା ମାଗନ୍ତୁ ବୋଲି ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ବିବାଦ ବଢ଼ିବା ପରେ ମହିଳା ଜଣକ ନିଜ ଭୁଲ ସ୍ୱୀକାର କରି ଦୁଃଖ ବ୍ୟକ୍ତ କରିଥିଲେ। ଲୋକମାନେ କମେଣ୍ଟ କରି ଲେଖିଛନ୍ତି ମହିଳା ଜଣକ ଜଣେ ଅଟୋ ଡ୍ରାଇଭରକୁ ଏଭଳି ବ୍ୟବହାର କିପରି କରିପାରୁଛନ୍ତି।
ତେବେ ଅନ୍ୟ ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି, “ଘଟଣାଟି ବହୁତ ବଡ଼ ନୁହେଁ, କେବଳ ଏକ ଭୁଲ ବୁଝାମଣା ଥିଲା। ପ୍ରକୃତରେ କୌଣସି ଗୁରୁତର ଉତ୍ତେଜନା ନ ଥିଲା।” ଶେଷରେ ମହିଳା ଜଣକ କହିଛନ୍ତି, “ଆମେ ଯେପର୍ଯ୍ୟନ୍ତ ଏଠାରେ ଅଛୁ, କନ୍ନଡ୍ ଭାଷା ଶିଖିବାକୁ ଚାହୁଁଛୁ।” ମୁଁ କନ୍ନଡ଼ ଭାଷାକୁ ସମ୍ମାନ କରୁଛି। ଆଉ ମୋତେ ଏହି ଭାଷା ଶିଖିବାକୁ ଆଗ୍ରହ ରହିଛି।
ଏହାସହ ପଢ଼ନ୍ତୁ: କି ସାହସ ! ନାଗ ସାପ ଦେହରେ ପକାଇଲେ ୮୦ ଷ୍ଟିଚ୍...
ମଧ୍ୟପ୍ରଦେଶର ଧାର୍ମିକ ନଗରୀ ଉଜ୍ଜୟିନୀରେ ଧାର୍ମିକ କାର୍ଯ୍ୟ ସହ ପଶୁପକ୍ଷୀଙ୍କ ସେବାକୁ ମଧ୍ୟ ଅନେକ ଗୁରୁତ୍ୱ ଦିଆଯାଏ। ଆପଣ ଦେଖିଥିବେ ଯେ ଲୋକମାନେ ସାପ ଦେଖିବା ମାତ୍ରେ ଭୟଭୀତ ହୋଇ ତାକୁ ମାରିବାକୁ ଚେଷ୍ଟା କରନ୍ତି । କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ କାହାଣୀ କହିବୁ ଯାହା ପୂର୍ବରୁ କେବେ ବୋଧ ହୁଏ ଶୁଣିଥିବେ ।
ଉଜ୍ଜୟିନୀରେ ଜଣେ ସାପ ଧରାଳି ଓ କିଛି ଡାକ୍ତର ମିଶି ଏକ କ୍ଷତାକ୍ତ ସାପକୁ ବଞ୍ଚାଇବା ପାଇଁ ଯାହା କରିଛନ୍ତି, ତାକୁ ଯିଏ ବି ଶୁଣୁଛି ଅଶ୍ଚର୍ଯ୍ୟ ହେଉଛି । ଉଜ୍ଜୟିନୀର ବିକ୍ରମ ନଗର ଶିଳ୍ପାଞ୍ଚଳରୁ ଏହି ଘଟଣା ସାମ୍ନାକୁ ଆସିଛି । ଏଠାରେ ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ଏକ ବିରାଟ କଳା ରଙ୍ଗର କୋବ୍ରା ସାପ JCB ଦ୍ୱାରା ଆଘାତ ପାଇ ଗୁରୁତର ହୋଇଥିଲା । ବିଳମ୍ବିତ ରାତି ସମୟରେ ସାପଟି ଆଘାତ ପାଇଥିବାରୁ, ଅନ୍ଧାର ଯୋଗୁଁ ତାକୁ କେହି ଦେଖିପାରିନଥିଲେ । ତେଣୁ ସେ ସେଇ ଆଖପାଖ ଅଞ୍ଚଳରେ ସେମିତି ଯନ୍ତ୍ରଣା ସହ ଘୁସୁରି ଘୁସୁରି ବୁଲୁଥିଲା । ତା' ଶରୀରରେ ଏକାଧିକ କ୍ଷତ ଚିହ୍ନ ରହିଥିଲା ।

ಕೆಲಸ ಮತ್ತು ಜೀವನೋಪಾಯಕ್ಕಾಗಿ ಭಿಕ್ಷುಕರಂತೆ ನಮ್ಮ ರಾಜ್ಯಕ್ಕೆ ಬಂದವರು. ಈಗ ನಮ್ಮನೆ ಭಿಕ್ಷುಕರು ಅನ್ನೊ ಮಟ್ಟಿಗೆ ತಲುಪಿದ್ದಾರೆ.
— 💛❤️ ದಕ್ಷಿಣಪಥೇಶ್ವರ 🇮🇳 (@dakshinapata) November 26, 2025
ಇದಕ್ಕೆ ನಾವೇ ಕಾರಣ ಮತ್ತು ಮುಖ್ಯವಾಗಿ ನಮ್ಮ ರಾಜ್ಯದ ರಾಜಕಾರಣಿಗಳು ನಮ್ಮನ್ನು ನಿರಾಸೆಗೊಳಿಸಿದ್ದಾರೆ.
ಸ್ಥಳೀಯ ಮೀಸಲಾತಿ ಜಾರಿಗೆ ತರದಿದ್ದರೆ,
ಮುಂದಿನ 25-50 ವರ್ಷಗಳಲ್ಲಿ ಕರ್ನಾಟಕದಲ್ಲಿ ದೀಪ… pic.twitter.com/7Zl0NEvuZl
ତେବେ ଅନ୍ୟ ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି, “ଘଟଣାଟି ବହୁତ ବଡ଼ ନୁହେଁ, କେବଳ ଏକ ଭୁଲ ବୁଝାମଣା ଥିଲା। ପ୍ରକୃତରେ କୌଣସି ଗୁରୁତର ଉତ୍ତେଜନା ନ ଥିଲା।” ଶେଷରେ ମହିଳା ଜଣକ କହିଛନ୍ତି, “ଆମେ ଯେପର୍ଯ୍ୟନ୍ତ ଏଠାରେ ଅଛୁ, କନ୍ନଡ୍ ଭାଷା ଶିଖିବାକୁ ଚାହୁଁଛୁ।” ମୁଁ କନ୍ନଡ଼ ଭାଷାକୁ ସମ୍ମାନ କରୁଛି। ଆଉ ମୋତେ ଏହି ଭାଷା ଶିଖିବାକୁ ଆଗ୍ରହ ରହିଛି।
ଏହାସହ ପଢ଼ନ୍ତୁ: କି ସାହସ ! ନାଗ ସାପ ଦେହରେ ପକାଇଲେ ୮୦ ଷ୍ଟିଚ୍...
ମଧ୍ୟପ୍ରଦେଶର ଧାର୍ମିକ ନଗରୀ ଉଜ୍ଜୟିନୀରେ ଧାର୍ମିକ କାର୍ଯ୍ୟ ସହ ପଶୁପକ୍ଷୀଙ୍କ ସେବାକୁ ମଧ୍ୟ ଅନେକ ଗୁରୁତ୍ୱ ଦିଆଯାଏ। ଆପଣ ଦେଖିଥିବେ ଯେ ଲୋକମାନେ ସାପ ଦେଖିବା ମାତ୍ରେ ଭୟଭୀତ ହୋଇ ତାକୁ ମାରିବାକୁ ଚେଷ୍ଟା କରନ୍ତି । କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ କାହାଣୀ କହିବୁ ଯାହା ପୂର୍ବରୁ କେବେ ବୋଧ ହୁଏ ଶୁଣିଥିବେ ।
ଉଜ୍ଜୟିନୀରେ ଜଣେ ସାପ ଧରାଳି ଓ କିଛି ଡାକ୍ତର ମିଶି ଏକ କ୍ଷତାକ୍ତ ସାପକୁ ବଞ୍ଚାଇବା ପାଇଁ ଯାହା କରିଛନ୍ତି, ତାକୁ ଯିଏ ବି ଶୁଣୁଛି ଅଶ୍ଚର୍ଯ୍ୟ ହେଉଛି । ଉଜ୍ଜୟିନୀର ବିକ୍ରମ ନଗର ଶିଳ୍ପାଞ୍ଚଳରୁ ଏହି ଘଟଣା ସାମ୍ନାକୁ ଆସିଛି । ଏଠାରେ ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ଏକ ବିରାଟ କଳା ରଙ୍ଗର କୋବ୍ରା ସାପ JCB ଦ୍ୱାରା ଆଘାତ ପାଇ ଗୁରୁତର ହୋଇଥିଲା । ବିଳମ୍ବିତ ରାତି ସମୟରେ ସାପଟି ଆଘାତ ପାଇଥିବାରୁ, ଅନ୍ଧାର ଯୋଗୁଁ ତାକୁ କେହି ଦେଖିପାରିନଥିଲେ । ତେଣୁ ସେ ସେଇ ଆଖପାଖ ଅଞ୍ଚଳରେ ସେମିତି ଯନ୍ତ୍ରଣା ସହ ଘୁସୁରି ଘୁସୁରି ବୁଲୁଥିଲା । ତା' ଶରୀରରେ ଏକାଧିକ କ୍ଷତ ଚିହ୍ନ ରହିଥିଲା ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories