Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

୪୦ ଲକ୍ଷ ଟଙ୍କା ରଖିଲେ ୧କୋଟି ମିଳିଵ

Rashmita Mishra
Browse all articles by Rashmita Mishra
·2 years ago·1 min read
୪୦ ଲକ୍ଷ ଟଙ୍କା ରଖିଲେ ୧କୋଟି ମିଳିଵ

ଅର୍ଗସ ବ୍ୟୁରୋ: ୪୦ ଲକ୍ଷ ଟଙ୍କା ରଖିଲେ ତା ବଦଳରେ ୧କୋଟି ଟଙ୍କା ମିଳିଵାର ଖୋଲା ଅଫର ମିଳୁଛି । ବେଙ୍ଗାଲୁରେ ଏକ କମ୍ପାନୀର ଠକ ମାନେ ଏକ ନୂଆ ପଦ୍ଧତି ଅଛି ଆପଣେଇଛନ୍ତି । ଯେତେବେଳେ କେନ୍ଦ୍ରୀୟ କ୍ରାଇମ ବ୍ରାଞ୍ଚ  ୩୦ କୋଟି ୯୨ ଲକ୍ଷ ଟଙ୍କା ନକଲି ନୋଟ୍ ଧରିଥିଲା ​​ସେତେବେଳେ। ଏହି ନୋଟ୍ ସହିତ ପୋଲସ ଜଣଙ୍କୁ ଗିରଫ କରିଥିଲା ।ଯେତେବେଳେ ପୋଲିସ ତାଙ୍କୁ ପଚରାଉଚରା କରିଥିଲା ସେ କହିଥିଲା ଟ୍ରଷ୍ଟକୁ ଟାର୍ଗେଟ କରୁଥିଲେ । ଯଦି ସେମାନେ ବିଭିନ୍ନ କମ୍ପାନୀର କର୍ପୋରେଟ୍ ସୋସିଆଲ୍ ରେସପନ୍ସିବିଲିଟି ପାଣ୍ଠି ଅଧୀନରେ ୪୦ ଲକ୍ଷ ଟଙ୍କା ରଖନ୍ତି ତେବେ ସେମାନଙ୍କୁ ୧ କୋଟି ଟଙ୍କା ମିଳିଵ ଵୋଲି ପ୍ରତିଶ୍ରୁତି ଦେଇଥିଲେ ।

 ବେଙ୍ଗାଲୁରୁ  କମିଶନର ପୋଲିସ କହିଛନ୍ତି ଯେ ଏହା ଠକେଇର ଏକ ନୂଆ ପଦ୍ଧତି। ଠକମାନଙ୍କର ନେଟୱାର୍କ ସେଇ ଟ୍ରଷ୍ଟ ସହିତ ଜଡିତ ଥିଲା । ଅଭିଯୁକ୍ତକୁ ପଚରା ଉଚରା ପରେ କହିଛି  ପ୍ରଥମେ ଟ୍ରଷ୍ଟକୁ 100 କୋଟି ଟଙ୍କା ମୂଲ୍ୟର ନଗଦ ଦେଵେ । ଥରେ ଟ୍ରଷ୍ଟର ସଦସ୍ୟମାନେ ନିଶ୍ଚିତ ହୋଇଗଲେ ଟଙ୍କ ସେମାନଙ୍କୁ ଦିଆଯିବ ଵୋଲି । ପରେ ସେ ଠକ ଗ୍ୟାଙ୍ଗ ସେଠାରୁ ପଳାଇ ଆସୁଥିଲା । ସେ କହିଛନ୍ତି ଯେ ଏହା ସାମ୍ନାକୁ ଆସିଛି ଯେ ସେ ଏହିପରି ଅନେକ ଲୋକଙ୍କୁ ସେମାନେ ପ୍ରତାରଣା କରିଛନ୍ତି। 

ପୋଲିସ କହିଵା ଅନୁସାରେ ବର୍ତ୍ତମାନ ପର୍ଯ୍ୟନ୍ତ ୩୦.୯୨ କୋଟି ଟଙ୍କା ମୂଲ୍ୟର ନକଲି ଟଙ୍କା ଜବତ କରାଯାଇଛି ।ତା ସହ ପାଞ୍ଚ ଜଣଙ୍କୁ ଗିରଫ କରିଛୁ। 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
bengaluru crimebranch counterfeit notes face value of rs-30 crore92 lakh | Argus News