Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Argus Whatsapp Channel Mobile Top

Argus News - ଆଜି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଭଜନ ଲାଲ ଶର୍ମା

National

ଆଜି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଭଜନ ଲାଲ ଶର୍ମା

Manini Pattanayak
Browse all articles by Manini Pattanayak
·2 years ago
ଆଜି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଭଜନ ଲାଲ ଶର୍ମା

ନୂଆଦିଲ୍ଲୀ:  ଆଜି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଭଜନ ଲାଲ ଶର୍ମା। ଭଜନ ଲାଲଙ୍କ ସମେତ ଦୁଇ ଉପମୁଖ୍ୟମନ୍ତ୍ରୀ ଦିୟା କୁମାରୀ ଏବଂ ପ୍ରେମ ଚାନ୍ଦ ବୈରୁଆ ଙ୍କୁ ମଧ୍ୟ ଶପଥ ପାଠ କରାଇବେ ରାଜ୍ୟପାଳ।

ପ୍ରଧାନମନ୍ତ୍ରୀ ମୋଦି, ଗୃହମନ୍ତ୍ରୀ ଅମିତ ଶାହ, ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସମେତ ବହୁ ବଡ଼ବଡ଼ ବିଜେପି ନେତା ଏହି ଉତ୍ସବରେ ସାମିଲ ହେବେ।  ରାଜସ୍ଥାନର  ଜୟପୁର ଆଲବର୍ଟ ହଲରେ ଏହି ଶପଥ ଉତ୍ସବ କାର୍ଯ୍ୟକ୍ରମ ଆୟୋଜିତ କରାଯିବ। ତେବେ ଏକ ଲକ୍ଷ ଲୋକ ଏଠାରେ ପହଞ୍ଚି ଏହି  ଭବ୍ୟ ଶପଥ ଗ୍ରହକୁ ଦେଖିବାର ସୁଯୋଗ ମଧ୍ୟ ପାଇବେ।  

ଅଧିକ ପଢନ୍ତୁ ଭାରତ ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
Bhajan Lal Sharma to take oath as Rajasthan CM today | Argus News