Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ପହଲଗାମ ଆତଙ୍କୀ ଆକ୍ରମଣକୁ ନେଇ ବଡ଼ ତଥ୍ୟ: ହାସିମ ମୂଷା ମାଷ୍ଟରମାଇଣ୍ଡ

Ritu Das
Browse all articles by Ritu Das
·1 year ago
ପହଲଗାମ ଆତଙ୍କୀ ଆକ୍ରମଣକୁ ନେଇ ବଡ଼ ତଥ୍ୟ: ହାସିମ ମୂଷା ମାଷ୍ଟରମାଇଣ୍ଡ

ପହଲଗାମ ଆତଙ୍କୀ ଆକ୍ରମଣକୁ ନେଇ ବଡ଼ ଖବର । ୨୨ ତାରିଖ ନରସଂହାରରେ ସମ୍ପୃକ୍ତ ଜଣେ ଆକ୍ରମଣକାରୀ ଚିହ୍ନଟ ହୋଇଛି । ହାସିମ ମୂଷା ନାମକ ଜଣେ ଆତଙ୍କବାଦୀ ଚିହ୍ନଟ । ମୂଷା ପାକିସ୍ତାନୀ ସେନାର ହୋଇଥିବା ସୂଚନା ମିଳିଛି । ମୂଷା ପାକିସ୍ତାନର ପାରା କମାଣ୍ଡୋ ହୋଇଥିବା ସନ୍ଦେହ କରାଯାଉଛି । କୁହାଯାଉଛି, ପହଲଗାମ ଆକ୍ରମଣର ମାଷ୍ଟରମାଇଣ୍ଡ ହାସିମ ମୂଷା । ମୂଷାର ପୁରା ନାମ - ହାସିମ ମୂଷା ଓରଫ ସୁଲେମାନ ।


ହାସିମ ମୂଷା ପାକିସ୍ତାନର ବାସିନ୍ଦା । ମୂଷା ଲସ୍କର ଏ ତୋଇବାର ଆତଙ୍କବାଦୀ । ଆତଙ୍କୀ ଟ୍ରେନିଂ ସହ ପାରା କମାଣ୍ଡୋ ଟ୍ରେନିଂ ନେଇଛି ମୂଷା । ମୂଷା ମୁଣ୍ଡ ଉପରେ ରହିଛି 20 ଲକ୍ଷ ଟଙ୍କାର ପୁରସ୍କାର ରାଶି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
big-facts-about-pahalgam-terror-attack-hashim-musha-is-the-mastermind | Argus News