Videos
|
National

ମହାକୁମ୍ଭ ମେଳା ପାଇଁ ଭାରତୀୟ ରେଳ ବିଭାଗର ବଡ ପ୍ରସ୍ତୁତି

Ritu Das
Browse all articles by Ritu Das
·1 year ago
ମହାକୁମ୍ଭ ମେଳା ପାଇଁ ଭାରତୀୟ ରେଳ ବିଭାଗର ବଡ ପ୍ରସ୍ତୁତି

ମହାକୁମ୍ଭ ମେଳା ପାଇଁ ଭାରତୀୟ ରେଳ ବିଭାଗର ବଡ ପ୍ରସ୍ତୁତି। ଚାଲିବ ୩୦୦୦ ସ୍ପେସାଲ୍ ଟ୍ରେନ୍। ଉତ୍ତରପ୍ରଦେଶର ପ୍ରୟାଗରାଜରେ ମହାକୁମ୍ଭ ମେଳା ଆରମ୍ଭ ହେବା ପାଇଁ ଆଉ ମାତ୍ର କିଛି ଦିନ ବାକିଥିବା ବେଳେ, ଯାତ୍ରୀଙ୍କ ପାଇଁ ଭାରତୀୟ ରେଳ ତରଫରୁ ସୁରକ୍ଷା ଏବଂ ସୁବିଧାର ବଡ ବ୍ୟବସ୍ଥା କରାଯାଉଛି।

ମହାକୁମ୍ଭ ପାଇଁ ୩ ହଜାର ସ୍ପେଶାଲ ଟ୍ରେନ ଚାଲିବାର ନିଷ୍ପତ୍ତି ନିଆଯାଉଥିବା ବେଳେ ଏଥିରୁ ୫୬୦ଟି ଟ୍ରେନ୍ ରିଙ୍ଗ ରେଲ୍ ମାର୍ଗରେ ଚାଲିବ। ଏଥିପାଇଁ ପ୍ରୟାଗରାଜ୍ ର ଆଖପାଖର ଷ୍ଟେସନ୍ ଏବଂ ମେଳା ସ୍ଥାନରେ ଟିକେଟିଂ କାଉଣ୍ଟର ନିର୍ମାଣ କରାଜାଉଛି। ଏହି କାଉଣ୍ଟରରୁ ପ୍ରତିଦିନ 10 ଲକ୍ଷ ଟିକେଟ୍ ଦିଆଯିବ। ଯାତ୍ରୀମାନଙ୍କ ସୁବିଧା ପାଇଁ ରେଳବାଇ 15 ଦିନ ପୂର୍ବରୁ ଟିକେଟ୍ ବୁକିଂ ସୁବିଧା ଆରମ୍ଭ କରିଛି। ଯାତ୍ରୀମାନେ ମହାକୁମ୍ଭ 2025 ରେ ନିରାପଦ, ସୁବିଧାଜନକ ଯାତ୍ରା କରିବା ନେଇ ରେଳବାଇ ପକ୍ଷରୁ ନିଶ୍ଚିତ କରାଯାଉଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
big-preparation-of-indian-railways-for-mahakumbh-mela | Argus News