Videos
|
National

ଭାରତରେ ଥିବା ପାକ ନାଗରିକଙ୍କୁ ବଡ଼ ଆଶ୍ବସ୍ତି: ରହିବାପାଇଁ କରିପାରିବେ ପୁନଃ ଭିଜା ଆବେଦନ

Ritu Das
Browse all articles by Ritu Das
·1 year ago
ଭାରତରେ ଥିବା ପାକ ନାଗରିକଙ୍କୁ ବଡ଼ ଆଶ୍ବସ୍ତି: ରହିବାପାଇଁ କରିପାରିବେ ପୁନଃ ଭିଜା ଆବେଦନ

ଭାରତରେ ଭାରତରେ ରହିଯାଇଥିବା ପାକ୍ ନାଗରିକଙ୍କ ପାଇଁ ବଡ଼ ଖବର। ଏମାନଙ୍କ ପାଇଁ ଏକ ବଡ଼ ବ୍ୟବସ୍ଥା କରାଯାଇଛି। ଏଥିରେ ଏହି ନାଗରିକମାନଙ୍କୁ ଆଶ୍ୱସ୍ତି ମିଳିଛି। ସୂଚନାନୁଯାୟୀ, ମେ’୧୦ରୁ ଜୁଲାଇ ୧୦ ଭିତରେ ପୁନଃ ଭିସା ଆବେଦନ କରିପାରିବେ ଭାରତରେ ରହିଯାଇଥିବା ପାକ୍ ନାଗରିକ।


ଦୀର୍ଘ କାଳୀନ ଭିସା(ଏଲଟିଭି) ପୁନଃ ଆବେଦନ କରିପାରିବେ। eFRRO ପୋର୍ଟାଲ୍‌ରେ କରିପାରିବେ ଭିସା ଆବେଦନ। ବୈଦେଶିକ ଆଇନ୍ ଆଧାରରେ ଗୃହ ମନ୍ତ୍ରାଳୟ ଏହି ବଡ଼ ନିଷ୍ପତ୍ତି ଗ୍ରହଣ କରିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
big-relief-for-pakistani-citizens-in-india-you-can-re-apply-for-visa-to-stay | Argus News