|
logo
Live

Argus News - ବିଗ୍‌ବସ ବିଜେତା ମୁନାୱର ଫାରୁକି  ଗିରଫ 

National

ବିଗ୍‌ବସ ବିଜେତା ମୁନାୱର ଫାରୁକି  ଗିରଫ 

Manini Pattanayak
Browse all articles by Manini Pattanayak
·2 years ago
ବିଗ୍‌ବସ ବିଜେତା ମୁନାୱର ଫାରୁକି  ଗିରଫ 

 ନୂଆଦିଲ୍ଲୀ:  କମେଡିନ ତଥା ଟିଭି ରିଆଲିଟ ସୋ ବିଗ୍‌ବସ 17 ବିଜେତା ମୁନାୱର ଫାରୁକିଙ୍କୁ ଅଟକ ରଖିଲା ମୁମ୍ବାଇ ପୋଲିସ । ହୁକା ବାରରେ ରେଡ୍‌ ବେଳେ ମୁନାୱରଙ୍କୁ ଅଟକ ରଖିଥିଲା ପୋଲିସ । ତାଙ୍କ ନିକଟରୁ ସିଗାରେଟ୍ ଓ ଅନ୍ୟ ମାଦକଦ୍ରବ୍ୟ ମଧ୍ୟ ଜବତ ହୋଇଛି ।

ଏହାକୁ ଆଧାର କରି ଏକ ମାମଲା ରୁଜୁ କରି ପୋଲିସ ତଦନ୍ତ କରୁଛି । ମୁନାୱରଙ୍କ ସହ ଆଉ 13 ଜଣଙ୍କୁ ମଧ୍ୟ ପୋଲିସ ଅଟକ ରଖିଥିଲା । ପଚରାଉଚାର ପରେ ପୋଲିସ ତାଙ୍କୁ ଛାଡ଼ି ଦେଇଥିବା ସୂଚନା ମିଳିଛି । 

ଅଧିକ ପଢନ୍ତୁ ଭାରତ ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ବିଗ୍‌ବସ ବିଜେତା ମୁନାୱର ଫାରୁକି  ଗିରଫ  | Argus News