Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ବାଜିଲା ନିର୍ବାଚନୀ ବିଗୁଲ, ଗାନ୍ଧୀନଗରରୁ ଶାହା

National

ବାଜିଲା ନିର୍ବାଚନୀ ବିଗୁଲ, ଗାନ୍ଧୀନଗରରୁ ଶାହା

Banajyotshna Ray
Browse all articles by Banajyotshna Ray
·2 years ago
ବାଜିଲା ନିର୍ବାଚନୀ ବିଗୁଲ, ଗାନ୍ଧୀନଗରରୁ ଶାହା

ଅର୍ଗସ ବ୍ୟୁରୋ:  ଗାନ୍ଧୀନଗରରୁ ଲଢ଼ିବେ ଅମିତ ଶାହା। ଲୋକସଭା ନିର୍ବାଚନକୁ ନେଇ ସାମ୍ୱାଦିକ ସମ୍ମିଳନୀ। 2024 ମହାଲଢ଼େଇ ପାଇଁ ପ୍ରଥମ ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେପି। ପ୍ରଥମ ପର୍ଯ୍ୟାୟରେ 195ଟି ଲୋକସଭା ଆସନ ପାଇଁ ବିଜେପି ପ୍ରାର୍ଥୀଙ୍କ ନାଁ ଘୋଷଣା ହୋଇଛି। ପ୍ରଥମ ପ୍ରାର୍ଥୀ ତାଲିକାରେ ୫୭ ଓବିସି ପ୍ରାର୍ଥୀଙ୍କୁ ଟିକେଟ। ୧୬ଟି ରାଜ୍ୟ ଓ ୨ଟି କେନ୍ଦ୍ର ଶାସିତ ଅଞ୍ଚଳ ପାଇଁ ପ୍ରାର୍ଥୀ ଘୋଷଣା ।

ତାଲିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ 34 ଜଣ କେନ୍ଦ୍ରମନ୍ତ୍ରୀଙ୍କ ନାଁ ରହିଛି। ଉତ୍ତରପ୍ରଦେଶର ବାରାଣସୀରୁ ଲଢ଼ିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଠିକ ସେହିପରି ଗାନ୍ଧୀନଗରରୁ ଳଢ଼ିବେ ଅମିତ ଶାହା।

ଅଧିକ ପଢ଼ନ୍ତୁ ଦେଶ ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
BJP 1st list for Lok Sabha: Amit Shah from Gandhinagar | Argus News