Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ରାଜ୍ୟସଭା ପାଇଁ ଗୁଜରାଟରୁ ପ୍ରାର୍ଥୀ ଘୋଷଣା କଲା ବିଜେପି

Smruti Parija
Browse all articles by Smruti Parija
·2 years ago
ରାଜ୍ୟସଭା ପାଇଁ ଗୁଜରାଟରୁ ପ୍ରାର୍ଥୀ ଘୋଷଣା କଲା ବିଜେପି

ଅର୍ଗସ ବ୍ୟୁରୋ: ରାଜ୍ୟସଭା ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେପି । ଗୁଜରାଟରୁ ପ୍ରାର୍ଥୀ ହେବେ ବିଜେପି ସଭାପତି ଜେ.ପି ନଡ୍ଡା । ମହାରାଷ୍ଟ୍ରରୁ ପ୍ରାର୍ଥୀ ହେବେ ଅଶୋକ ଚୌହ୍ବାନ । ସୋମବାର କଂଗ୍ରେସ ଛାଡ଼ିଥିଲା ଅଶୋକ, କାଲି ବିଜେପିରେ ମିଶିଥିଲେ ଅଶୋକ ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
BJP announces candidate for Rajya Sabha from Gujarat | Argus News