Big Breaking: ଭାଜପାର ବଡ଼ ଘୋଷଣ; ସିପି ରାଧାକ୍ରିଷ୍ଣନ NDA ଉପରାଷ୍ଟ୍ରପତି ପ୍ରାର୍ଥୀ
·11 months ago

Key Points
ସିପି ରାଧାକୃଷ୍ଣନଙ୍କୁ ଏନଡିଏର ଉପରାଷ୍ଟ୍ରପତି ପଦପାଇଁ ପ୍ରାର୍ଥୀ ଭାବେ ଘୋଷଣା
ତାମିଲନାଡୁର ଏକ ବରିଷ୍ଠ ନେତା ଭାବେ ଚର୍ଚ୍ଚିତ ରାଧାକୃଷ୍ଣନ
ପୂର୍ବରୁ ଝାଡ଼ଖଣ୍ଡର ରାଜ୍ୟପାଳ ଓ କୋଇମ୍ବଟୋରରୁ ଦୁଇ ଥର ଏମପି ରହିଛନ୍ତି।
ସିପି ରାଧାକ୍ରିଷ୍ଣନ NDA ଉପରାଷ୍ଟ୍ରପତି ପ୍ରାର୍ଥୀ ଭାବରେ ଚୟନ । ସିପି ରାଧାକ୍ରିଷ୍ଣନ ହେଲେ NDA ଉପରାଷ୍ଟ୍ରପତି ପ୍ରାର୍ଥୀ । NDA ସଂସଦୀୟ ବୋର୍ଡ ବୈଠକରେ ଜେପି ନଡ୍ଡାଙ୍କ ଘୋଷଣା । ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ସର୍ବସମ୍ମତି କ୍ରମେ ଘୋଷଣା । ଏବେ ମହାରାଷ୍ଟ୍ର ରାଜ୍ୟପାଳ ଅଛନ୍ତି ସିପି ରାଧାକ୍ରିଷ୍ଣନ । ତାମିଲନାଡୁ ବାସିନ୍ଦା ସିପି ରାଧାକ୍ରିଷ୍ଣନ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: