ଟ୍ରେଣ୍ଡିଂରେ ବିଜେପି: ପ୍ରାରମ୍ଭିକ ଟ୍ରେଣ୍ଡରେ ମ୍ୟାଜିକ୍ ନମ୍ବର ଛୁଇଁଲା ଏନଡିଏ
·1 year ago

ଅର୍ଗସ ବ୍ୟୁରୋ: ଚାଲିଛି ଗଣତି, ଆସୁଛି ପ୍ରାରମ୍ଭିକ ଟ୍ରେଣ୍ଡ । ଆଉ ପ୍ରାରମ୍ଭିକ ଟ୍ରେଣ୍ଡରେ ମ୍ୟାଜିକ୍ ନମ୍ବର ଛୁଇଁଛି ଏନଡିଏ । ବର୍ତ୍ତମାନ ସୁଦ୍ଧା ୫୩୧ ସିଟର ଟ୍ରେଣ୍ଡ ସାମ୍ନାକୁ ଆସିଥିବାବେଳେ, ୨୮୫ ସିଟରେ ଆଗୁଆ ରହିଛି ଏନଡିଏ । ସେହିପରି ଇଣ୍ଡିଆ ମେଣ୍ଟ ୨୨୩ ଭୋଟରେ ଆଗୁଆ ରହିଛି ଏବଂ ଅନ୍ୟ ୨୩ଟି ସିଟରେ ଆଗୁଆ ରହିଛନ୍ତି।
ତେବେ ସରକାର ଗଠନ ପାଇଁ ଗୋଟିଏ ଦଳକୁ ମ୍ୟାଜିକ୍ ନମ୍ବର ପାର୍ ହେବାକୁ ପଡିବ । ଯାହାର ସଂଖ୍ୟା ହେଉଛି ୨୭୩ । ତେବେ ବର୍ତ୍ତମାନ୍ ଟ୍ରେଣ୍ଡ ସୁଦ୍ଧା ଏନଡିଏ ମ୍ୟାଜିକ୍ ନମ୍ବର ପାର୍ କରୁଥିବା ଦେଖିବାକୁ ମିଳୁଛି।
ଅଧିକ ପଢ଼ନ୍ତୁ ଭାରତ ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: