Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ବିଷ୍ଣୁଦେଓ ସାଏ ହେବେ ଛତିଶଗଡର ନୂଆ ମୁଖ୍ୟମନ୍ତ୍ରୀ 

Manini Pattanayak
Browse all articles by Manini Pattanayak
·2 years ago
ବିଷ୍ଣୁଦେଓ ସାଏ ହେବେ ଛତିଶଗଡର ନୂଆ ମୁଖ୍ୟମନ୍ତ୍ରୀ 

ନୂଆଦିଲ୍ଲୀ: ବିଷ୍ଣୁଦେଓ ସାଏ ଛତିଶଗଡର ହେଲେ ମୁଖ୍ୟମନ୍ତ୍ରୀ  । ବିଜେପି ବିଧାୟକ ଦଳ ବୈଠକରେ ବିଷ୍ଣଦେଓଙ୍କ ନାଁ ଲାଗିଲା ମୋହର। କୁନକୁରୀ ବିଧାନସଭା ଆସନରୁ ବିଧାୟକ ନିର୍ବାଚିତ ହୋଇଛନ୍ତି ବିଷ୍ଣୁଦେଓ।

ଛତିଶଗଡ଼ ବିଜେପିର ଆଦିବାସୀ ଚେହେରା ହେଉଛନ୍ତି ସାୟ। ବିଷ୍ଣୁଦେଓ ସାୟ 4 ଥର ସାଂସଦ ଓ 2 ଥର ବିଧାୟକ ନିର୍ବାଚିତ ହୋଇଛନ୍ତି। ମୋଦି ସରକାରର ପ୍ରଥମ ପାଳରି କେନ୍ଦ୍ରମନ୍ତ୍ରୀ ଥିଲେ ସାୟ। ଅଜିତ ଯୋଗୀଙ୍କ ପରେ ସାୟ ହେବେ ଛତିଶଗଡ଼ର ଦ୍ବିତୀୟ ଆଦିବାସୀ ମନ୍ତ୍ରୀ

ଅଧିକ ପଢନ୍ତୁ ଭାରତ ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored