|
logo
Live
Argus News App
GET APP

Argus News - ମେୟର ଲଢ଼େଇରେ ବାଜି ମାରିଲା ବିଜେପି

National

ମେୟର ଲଢ଼େଇରେ ବାଜି ମାରିଲା ବିଜେପି

Ritu Das
Browse all articles by Ritu Das
·2 years ago
ମେୟର ଲଢ଼େଇରେ ବାଜି ମାରିଲା ବିଜେପି

ଅର୍ଗସ ବ୍ୟୁରୋ: ଚଣ୍ଡୀଗଡ଼ରେ ବିଜେପିର ବଡ଼ ବିଜୟ । ପ୍ରଥମ ଲଢ଼େଇରେ ଚିତପଟାଙ୍ଗ ଇଣ୍ଡି ଆଲାଏନ୍ସ । ଚଣ୍ଡୀଗଡ଼ ମେୟର ନିର୍ବାଚନ ବିଜେପି ଓ ଇଣ୍ଡି ଆଲାଏନ୍ସ ମଧ୍ୟରେ ପ୍ରଥମ ଲଢ଼େଇ ହୋଇଥିବା ବେଳେ ଏଥିରେ ବାଜି ମାରିଛି ବିଜେପି । ବିଜୟ ସହ ବିଜେପିର ମନୋଜ ସୋନକର ଚଣ୍ଡୀଗଡ଼ର ନୂତନ ମେୟର ହୋଇଛନ୍ତି ।

ଗତ କିଛି ବର୍ଷ ହେବ ଏଠାରେ ବିଜେପି ବିଜୟୀ ହେଉଥିବା ବେଳେ ଚଳିତ ଥର ବିଜେପିକକୁ ଚେକ୍‌ ଦେବାକୁ କଂଗ୍ରେସ ଏବଂ ଆମ୍ ଆଦମୀ ପାର୍ଟି ଏକ ମିଳିତ ମଞ୍ଚ ଗଠନ କରିଥିଲେ । କିନ୍ତୁ ଇଣ୍ଡି ଆଲାଏନ୍ସ ମେଣ୍ଟକୁ ପରାସ୍ତ କରି ମେୟର ହୋଇଛନ୍ତି ବିଜେପି ପ୍ରାର୍ଥୀ ମନୋଜ ସୋନକର।

ଅଧିକ ପଢ଼ନ୍ତୁ ଭାରତ ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ମେୟର ଲଢ଼େଇରେ ବାଜି ମାରିଲା ବିଜେପି | Argus News