Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଆଜି ଆସିପାରେ ବିଜେପିର ଅଷ୍ଟମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା

Ritu Das
Browse all articles by Ritu Das
·2 years ago
ଆଜି ଆସିପାରେ ବିଜେପିର ଅଷ୍ଟମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା

ଅର୍ଗସ ବ୍ୟୁରୋ: ଆଜି ଆସିପାରେ ବିଜେପିର ଅଷ୍ଟମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା। ଓଡ଼ିଶାର ତିନି ବଳକା ଲୋକସଭା ଆସନ ସମେତ 147 ବିଧାନସଭା ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିପାରେ ଦଳ। 

ଗୁରୁବାର ବିଳମ୍ବିତ ରାତିରେ ଶେଷ ହେଲା କୋର୍ କମିଟି ବୈଠକ। ଶାହ ଓ ନଡ୍ଡାଙ୍କ ଉପସ୍ଥିତିରେ ଓଡ଼ିଶା ନେତାଙ୍କ ସହ ତନ୍ନତନ୍ନ କରି ହୋଇଛି ମାନସମନ୍ଥନ।

ଅଧିକ ପଢ଼ନ୍ତୁ ଭାରତ ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
BJP's 8th phase | Argus News