ଜେ. ପି. ନଡ୍ଡାଙ୍କ ଉପସ୍ଥିତିରେ ଘୋଷଣା ହୋଇଛି ଇସ୍ତାହାର
·2 years ago

ଅର୍ଗସ ବ୍ୟୁରୋ: ସିକିମ ପାଇଁ ବିଜେପିର ଇସ୍ତାହାର ଘୋଷଣା ହୋଇଛି । ବିଜେପି ରାଷ୍ଟ୍ରୀୟ ସଭାପତି ଜେ. ପି. ନଡ୍ଡାଙ୍କ ଉପସ୍ଥିତିରେ ଘୋଷଣା ହୋଇଛି ଇସ୍ତାହାର । ସିକିମର ସର୍ବାଙ୍ଗୀନ ବିକାଶ ପାଇଁ ଏଥିରେ ଗୁରୁତ୍ବ ଦିଆଯାଇଛି । ବିଜେପି ରାଷ୍ଟ୍ରୀୟ ସଭାପତି ଜେ. ପି. ନଡ୍ଡାଙ୍କ ଉପସ୍ଥିତିରେ ସିକିମ ପାଇଁ ବିଜେପିର ଇସ୍ତାହାର ଘୋଷଣା। ସିକିମର ସର୍ବାଙ୍ଗୀନ ବିକାଶ ପାଇଁ ଗୁରୁତ୍ୱ। ସିକିମରେ ପ୍ରତିଷ୍ଠା ହେବ ଆଇଆଇଏମ୍ ଓ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ୍ ଡିଜାଇନ୍ ।
ଅଧିକ ପଢ଼ନ୍ତୁ ଦେଶ ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: