Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ତେଲେଙ୍ଗାନା ଛତିଶଗଡ଼ ସୀମାନ୍ତରେ ied ବିସ୍ପୋରଣ: ୨ ଯବାନ ସହିଦ

National

ତେଲେଙ୍ଗାନା ଛତିଶଗଡ଼ ସୀମାନ୍ତରେ ied ବିସ୍ପୋରଣ: ୨ ଯବାନ ସହିଦ

Ritu Das
Browse all articles by Ritu Das
·1 year ago
ତେଲେଙ୍ଗାନା ଛତିଶଗଡ଼ ସୀମାନ୍ତରେ ied ବିସ୍ପୋରଣ: ୨ ଯବାନ ସହିଦ

ତେଲେଙ୍ଗାନା ଛତିଶଗଡ଼ ସୀମାନ୍ତରେ ବଡ଼ଧରଣର ied ବିସ୍ପୋରଣ ହୋଇଛି। ବିସ୍ପୋରଣ ରେ ତିନିଜଣ ଯବାନ ସହିଦ ହୋଇଛନ୍ତି।


ତେଲେଙ୍ଗାନା ଛତିଶଗଡ଼ ସୀମାନ୍ତ ମୁଳୁଗୁ ଜିଲ୍ଲାର ପେରୁରୁ ଓ ୱାଜେଡୁ ପୋଲିସ ଷ୍ଟେସନ ଅଞ୍ଚଳରେ ଏହି ବିସ୍ପୋରଣ ହୋଇଥିବା ସୂଚନା ମିଳିଛି। ବିସ୍ପୋରଣ ସ୍ଥଳରେ ବର୍ତ୍ତମାନ ପର୍ଯ୍ୟନ୍ତ ଗୁଳିବିନିମୟ ଚାଲିଥିବା ସୂଚନା ମିଳିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Education Next Season 5
Sponsored
blast-on-telangana-chhattisgarh-border-2-jawans-martyred | Argus News