Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଇଣ୍ଡିଗୋରେ ବୋମା ଆତଙ୍କ, ଜବଲପୁରରୁ ହାଇଦ୍ରାବାଦ ଯାଉଥିଲା ବିମାନ

Ritu Das
Browse all articles by Ritu Das
·1 year ago
ଇଣ୍ଡିଗୋରେ ବୋମା ଆତଙ୍କ, ଜବଲପୁରରୁ ହାଇଦ୍ରାବାଦ ଯାଉଥିଲା ବିମାନ

ଅର୍ଗସ ବ୍ୟୁରୋ: ଜବଲପୁରରୁ ହାଇଦ୍ରାବାଦ ଯାଉଥିବା ଇଣ୍ଡିଗୋ ଫ୍ଲାଇଟ 6E 7308 କୁ ବୋମା ପକାଇ ଉଡାଇଦେବା ଧମକ ମିଳିଛି। ଏହାପରେ ଫ୍ଲାଇଟକୁ ନାଗପୁରକୁ ଡାଇଭର୍ଟ କରାଯାଇଛି। ଇଣ୍ଡିଗୋ ଅଧିକାରୀ କହିଛନ୍ତି ଯେ, ସମସ୍ତ ଯାତ୍ରୀମାନଙ୍କୁ ବିମାନରୁ ବାହାର କରାଯାଇଛି ଏବଂ ସୁରକ୍ଷାକୁ ଦୃଷ୍ଟିରେ ରଖି ତଦନ୍ତ ଆରମ୍ଭ କରାଯାଇଛି।

ଏହା ପୂର୍ବରୁ ମୁମ୍ବାଇରୁ ଆସୁଥିବା ଏୟାର ଇଣ୍ଡିଆର ଏକ ବିମାନରେ ବୋମାର ଧମକପୂର୍ଣ୍ଣ ବାର୍ତ୍ତା ମିଳିବା ପରେ ଥିରୁବନନ୍ତପୁରମ ଆନ୍ତର୍ଜାତୀୟ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରାଯାଇଥିଲା। ବିମାନକୁ ଯାଞ୍ଚ କରାଯିବା ପରେ ଜରୁରୀକାଳୀନ ପରିସ୍ଥିତିକୁ ହଟାଯାଇଥିଲା। ଘଟଣାର ଯାଞ୍ଚ ପାଇଁ ବଲିୟାଥୁରା ପୋଲିସ ଥାନାର ଅଧିକାରୀ ବିମାନ ବନ୍ଦରରେ ପହଞ୍ଚିଥିଲେ।

ଅଧିକ ପଢ଼ନ୍ତୁ ଭାରତ ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Bomb attack | Argus News