Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଦିଲ୍ଲୀରେ ଦୁଇଟି ସ୍କୁଲରେ ବୋମା ବିସ୍ଫୋରଣ ଧମକ

Rashmita Mishra
Browse all articles by Rashmita Mishra
·1 year ago
ଦିଲ୍ଲୀରେ ଦୁଇଟି ସ୍କୁଲରେ ବୋମା ବିସ୍ଫୋରଣ ଧମକ

Key Points

ଦିଲ୍ଲୀରେ ସ୍କୁଲ୍‌କୁ ବୋମା ଧମକ୍
ଦିଲ୍ଲୀରେ ୨ଟି ସ୍କୁଲ୍‌କୁ ବୋମାରେ ଉଡ଼ାଇ ଦେବାକୁ ଧମକ

ଚାଣକ୍ୟପୁରୀ ଓ ଦ୍ବାରକା ଅଞ୍ଚଳର ସ୍କୁଲ୍‌କୁ ବୋମା ଧମକ

ଦିଲ୍ଲୀରେ ଦୁଇଟି ସ୍କୁଲରେ ବୋମା ବିସ୍ଫୋରଣ ଧମକ । ଚାଣକ୍ୟପୁରୀର ନେଭି ସ୍କୁଲ ଓ ଦ୍ବାରକାର CRPF ସ୍କୁଲକୁ ବୋମାରେ ଉଡାଇଦେବାକୁ ଧମକପୂର୍ଣ୍ଣ ଇମେଲ ମିଳିବା ପରେ ବୋମା ନିଷ୍କ୍ରିୟକାରୀ ଟିମର ତନାଘନା ଆରମ୍ଭ ହୋଇଛି । ସ୍କୁଲ ପକ୍ଷରୁ ଅଭିଯୋଗ ପରେ ସର୍ଚ୍ଚ ଅପରେସନ ଜାରି ରହିଛି । ସାଇବର ପୋଲିସ ପକ୍ଷରୁ ଇମେଲକୁ ନେଇ ଯାଞ୍ଚ ଆରମ୍ଭ ହୋଇଛି । ଦିଲ୍ଲୀ ପୋଲିସ ପକ୍ଷରୁ ଉଭୟ ସ୍କୁଲ୍‌ରେ ତଲାସୀ ଜାରି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
bomb-blast-threat-at-two-schools-in-delhi | Argus News