Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

୩୦ ହଜାର ଡଲାର ନଦେଲେ ସ୍କୁଲ ଉଡାଇଦେବାକୁ ଧମକ

Smruti Parija
Browse all articles by Smruti Parija
·1 year ago
୩୦ ହଜାର ଡଲାର  ନଦେଲେ ସ୍କୁଲ ଉଡାଇଦେବାକୁ ଧମକ

ଅର୍ଗସ ବ୍ୟୁରୋ: ଦିଲ୍ଲୀରେ ପୁଣି ବୋମା ଆତଙ୍କ । 40 ସ୍କୁଲକୁ ବୋମା ଧମକ ।  ପ୍ରଥମେ ଆରକେ ପୁରମ ଓ ପଶ୍ଚିମ ବିହାର ଅଂଚଳରେ ଥିବା ଦୁଇଟି ସ୍କୁଲକୁ ବୋମା ଧମକ ଆସିଥିଲା । ତାପରେ ଗୋଟିଏ ପରେ ଗୋଟିଏ ସ୍କୁଲକୁ ବୋମା ଧମକ ଆସୁଛି । 

ଘଟଣାସ୍ଥଳରେ ପୋଲିସ ଟିମ୍ ଓ ବୋମା ନିଷ୍କ୍ରିୟକାରୀ ଟିମ୍ ପହଞ୍ଚି ସର୍ଚ୍ଚ କରୁଛନ୍ତି । ଇମେଲରେ ୩୦ ହଜାର ଡଲାର ନଦେଲେ ସ୍କୁଲ ଉଡାଇଦେବାକୁ ଧମକ ଦିଆଯିବା ପରେ ଛାତ୍ରଛାତ୍ରୀମାନଙ୍କୁ ଘରକୁ ପଠାଇଦିଆଯାଇଛି । ଗତ ସପ୍ତାହରେ ମଧ୍ୟ ଦିଲ୍ଲୀର ଏକ ସ୍କୁଲକୁ ବୋମା ଧମକ ମିଳିଥିଲା କିନ୍ତୁ ତଦନ୍ତ ପରେ ଏହା ଗୁଜବ ଥିବା ଜଣାପଡିଥିଲା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Bomb terror again in Delhi- Bomb threats to 40 schools | Argus News