Videos
|
National

ଯୁବପିଢିଙ୍କ ପାଇଁ "Threads of wisdom"

Smruti Parija
Browse all articles by Smruti Parija
·1 year ago·1 min read
ଯୁବପିଢିଙ୍କ ପାଇଁ "Threads of wisdom"

Key Points

Threads of wisdom ପୁସ୍ତକ ଉନ୍ମୋଚିତ

ନୂଆଦିଲ୍ଲୀ ଇନ୍ଦିରା ଗାନ୍ଧୀ ଦିଲ୍ଲୀ ଟେକ୍ନିକାଲ unversity for women ଅଡିଟୋରିୟମରେ ଉନ୍ମୋଚିତ ହୋଇଛି ଯୁବ ଲେଖକ ହୃଦାନନ୍ଦ ପୃଷ୍ଟିଙ୍କ ଲିଖିତ ଇଂରାଜୀ ପୁସ୍ତକ - Threads of wisdom । ପୁସ୍ତକରେ ଯୁବକମାନେ କିପରି ନିଜ ବୌଦ୍ଧିକ ଶକ୍ତିରେ ସମାଜରେ ପରିବର୍ତ୍ତନ ଆଣିପାରିବେ ତାକୁ ନେଇ ବର୍ଣ୍ଣନା କରାଯାଇଛି ।



ପୁସ୍ତକଟି ଯୁବପିଢ଼ିକୁ ନିଜ ସ୍ବପ୍ନ ପୂରଣ କରିବାରେ ସହାୟକ ହେବ ବୋଲି କହିଛନ୍ତି ଲେଖକ । ପୁସ୍ତକ ଉନ୍ମୋଚନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ଉପ-ରାଜ୍ୟପାଳ କିରଣ ବେଦୀ ଯୋଗ ଦେଇଥିଲେ । UPSC ର ପୂର୍ବତନ ଅଧ୍ୟକ୍ଷ ପ୍ରୀତି ସୁଦାନ, ଓଡ଼ିଆ ସମାଜ ସଭାପତି ସିଦ୍ଧାର୍ଥ ପ୍ରଧାନ, IGDTUWର ଭାଇସ୍ ପ୍ରଫେସର ରଞ୍ଜନା ଝା ଏବଂ ପୂର୍ବତନ ରାଷ୍ଟ୍ରଦୂତ ଅମରେନ୍ଦ୍ର ଖଟୁଆ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ବହିରେ ଯୁବକମାନେ କିପରି ନିଜ ବୌଦ୍ଧିକ ଶକ୍ତିରେ ସମାଜରେ ପରିବର୍ତ୍ତନ ଆଣିପାରିବେ ତାକୁ ନେଇ ବର୍ଣ୍ଣନା କରାଯାଇଛି । ଏହି ପୁସ୍ତକଟି ଯୁବପିଢ଼ିକୁ ନିଜ ସ୍ବପ୍ନ ପୂରଣ କରିବାରେ ସହାୟକ ହେବ ବୋଲି ଲେଖକ ହୃଦାନନ୍ଦ ପୃଷ୍ଟି କହିଛନ୍ତି ।