Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - 2024 ମସିହା ସମସ୍ତଙ୍କ ଜୀବନରେ ସୁଖ, ସମୃଦ୍ଧି ଆଣୁ: ଦ୍ରୌପଦୀ ମୁର୍ମୁ 

National

2024 ମସିହା ସମସ୍ତଙ୍କ ଜୀବନରେ ସୁଖ, ସମୃଦ୍ଧି ଆଣୁ: ଦ୍ରୌପଦୀ ମୁର୍ମୁ 

Manini Pattanayak
Browse all articles by Manini Pattanayak
·2 years ago
2024 ମସିହା ସମସ୍ତଙ୍କ ଜୀବନରେ ସୁଖ, ସମୃଦ୍ଧି ଆଣୁ: ଦ୍ରୌପଦୀ ମୁର୍ମୁ 

ନୂଆଦିଲ୍ଲୀ:  ସବୁଠି ନୂଆବର୍ଷର ଶୁଭେଚ୍ଛାର। ଟ୍ବିଟ୍ କରି ନବବର୍ଷର ଅଭିନନ୍ଦନ ଜଣାଇଲେ ରାଷ୍ଟ୍ରପତି। 2024 ମସିହା ସମସ୍ତଙ୍କ ଜୀବନରେ ସୁଖ, ସମୃଦ୍ଧି ଆଣୁ ବୋଲି କଲେ ଶୁଭକାମନା।  ଆଜି 2024ର ପହିଲି ସକାଳ।  ନୂଆ ଆଶା, ନୂଆ ଆକାଂକ୍ଷା ଓ ନୂଆ ସ୍ବପ୍ନ  ନେଇ ଆସିଛି। 2023କୁ ବିଦାୟ ଦେଇ ନୂଆବର୍ଷର ପ୍ରଥମ ସୂର୍ଯ୍ୟ ଦେଖୁଛି ପୁରା ଦେଶ ।

ଚାରିଆଡେ ଶୁଭେଚ୍ଛାର ସୁଅ । ସମସ୍ତଙ୍ଗ ମୁହୁଁରେ ହାପି ନ୍ୟୁଉ ଇୟର୍ । ଘରେ ବାହାରେ, ପରିବାର ସାଥିରେ, ସାଙ୍ଗସାଥୀ ମେଳରେ ଏକାଠି ହୋଇ 2024କୁ ସ୍ବାଗତ କରୁଛନ୍ତି ସମସ୍ତେ ।   
ଅଧିକ ପଢନ୍ତୁ ଭାରତ ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Bring happiness, prosperity to everyone's life in 2024: Draupadi Murmu | Argus News