Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ନୌସେରା ସୁଡ଼ଙ୍ଗର ଏକ ବଡ଼ ବାଧାକୁ ପାର କରିଛି BRO

National

ନୌସେରା ସୁଡ଼ଙ୍ଗର ଏକ ବଡ଼ ବାଧାକୁ ପାର କରିଛି BRO

Banajyotshna Ray
Browse all articles by Banajyotshna Ray
·2 years ago
ନୌସେରା ସୁଡ଼ଙ୍ଗର ଏକ ବଡ଼ ବାଧାକୁ ପାର କରିଛି BRO

ଅର୍ଗସ ବ୍ୟୁରୋ:  ବର୍ଡର ରୋଡ୍‌ ଅର୍ଗାନାଇଜେସନକୁ ବଡ଼ ସଫଳତା । ଜମ୍ମୁ କାଶ୍ମୀର ପୁଞ୍ଜରେ ଚାଲିଥିବା ନୌସେରା ସୁଡ଼ଙ୍ଗର ଏକ ବଡ଼ ବାଧାକୁ ପାର କରିଛି BRO । ୭୦୦ ମିଟର ଲମ୍ବା ଏହି ସୁଡ଼ଙ୍ଗ ଜମ୍ମୁ ନ୍ୟାସନାଲ ହାଇୱେକୁ ରଜୌରୀ ଓ ପୁଞ୍ଜ ଜିଲ୍ଲା ସହ ଯୋଡ଼ିବ । ଏହି ସୁଡ଼ଙ୍ଗ ଯାତ୍ରା ଦୂରତା କମାଇବା ସହ ବ୍ୟବସାୟ ବାଣିଜ୍ୟରେ ମଧ୍ୟ ସହାୟକ ହେବ । ଅଖନୁରରୁ ପୁଞ୍ଜ ଯିବାକୁ ୮ ଘଣ୍ଟା ସମୟ ଲାଗୁଥିବା ବେଳେ ଏହି ସୁଡ଼ଙ୍ଗ ହେବା ପରେ ମାତ୍ର ୪ ଘଣ୍ଟାରେ ଏହି ଦୂରତା ଅତିକ୍ରମ କରିହେବ ।

ଅଧିକ ପଢ଼ନ୍ତୁ ଦେଶ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored
BRO achieves major breakthrough on tunnel on highway leading to LoC | Argus News