ଆସିଲା ୨୦୨୫-୨୬ ଆର୍ଥିକ ବର୍ଷର ବଜେଟ୍

Key Points
ମୋଦି ସରକାରଙ୍କ ତୃତୀୟ ପାଳିର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍ । ୨୦୨୫-୨୬ ଆର୍ଥିକ ବର୍ଷର ବଜେଟ୍କୁ ସଂସଦରେ ଉପସ୍ଥାପନ କରୁଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।
ମୋଦି ସରକାରଙ୍କ ତୃତୀୟ ପାଳିର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍ । ୨୦୨୫-୨୬ ଆର୍ଥିକ ବର୍ଷର ବଜେଟ୍କୁ ସଂସଦରେ ଉପସ୍ଥାପନ କରୁଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ନଜର ପକାନ୍ତୁ ବଜେଟ୍ରେ ହେଲା କେଉଁ ସବୁ ବଡ଼ ଘୋଷଣା LIVE...
- MSME ଲାଗି କ୍ରେଡିଟ୍ ଗ୍ୟାରେଣ୍ଟି ୫ କୋଟିରୁ ୧୦ କୋଟିକୁ ବୃଦ୍ଧି ।
- ସବୁ ଜିଲ୍ଲା ହସ୍ପିଟାଲ୍ରେ ହେବ କ୍ୟାନସର ସେଣ୍ଟର ।
- ଡାଲିରେ ଆତ୍ମନିର୍ଭରତା ହାସଲ ପାଇଁ ୬ ବର୍ଷିଆ ମିଶନ ।
- ୫ ଲକ୍ଷକୁ ବଢ଼ିବ କିଷାନ କ୍ରେଡିଟ୍ କାର୍ଡର ଲିମିଟ୍ ।
📱 Get Argus News App
✨- ୧.୭ କୋଟି କୃଷକ ଉପକୃତ ହେବେ ।
- ୧୦୦ ଜିଲ୍ଲାରେ ଆରମ୍ଭ ହେବ ଧନଧାନ୍ୟ ଯୋଜନା ।
- କୃଷକଙ୍କ ପାଇଁ ପ୍ରଧାନମନ୍ତ୍ରୀ ଧନଧାନ୍ୟ ଯୋଜନାର ଘୋଷଣା ।
- - ମଖାନା ପାଇଁ ବିହାରରେ ଗଠନ କରାଯିବ ବୋର୍ଡ ।
- - MSME ସମର୍ଥନରେ ରୋଜଗାର ବଢିବ ।
- - ଗ୍ରାମୀଣ ମହିଳା ଓ ଗ୍ରାମୀଣ ଯୁବକଙ୍କୁ ଅତିରିକ୍ତ ସହାୟତା ।
- ପ୍ରଧାନମନ୍ତ୍ରୀଙ୍କ ନେତୃତ୍ଵରେ ଅର୍ଥନୀତି ଆଗେଇବ ।
- ଗରିବ, ଯୁବକ, କୃଷକ, ନାରୀଙ୍କ ଉପରେ ଫୋକସ୍ ରହିଛି ।
- କୃଷି ହେଉଛି ବିକାଶର ପ୍ରଥମ ଇଞ୍ଜିନ୍ ।