Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Argus Whatsapp Channel Mobile Top

Argus News - ଏଥର ବଜେଟ୍ ରେ କ'ଣ ଶସ୍ତା ? କ'ଣ ମହଙ୍ଗା ?

National

ଏଥର ବଜେଟ୍ ରେ କ'ଣ ଶସ୍ତା ? କ'ଣ ମହଙ୍ଗା ?

Smruti Parija
Browse all articles by Smruti Parija
·1 year ago
ଏଥର ବଜେଟ୍ ରେ କ'ଣ ଶସ୍ତା ? କ'ଣ ମହଙ୍ଗା ?

ଅର୍ଗସ ବ୍ୟୁରୋ: ୨୦୨୫-୨୬ ଆର୍ଥିକ ବର୍ଷ ଲାଗି ବଜେଟ୍ ଆଗତ କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ବଜେଟ୍ ରେ କଣ ଶସ୍ତା ହୋଇଛି କଣ ମହଙ୍ଗା ହୋଇଛି ତାହା ଉପରେ ସବୁ ବର୍ଗର ଲୋକଙ୍କର ନଜର ଥାଏ ।

ତେବେ ଏଥର ବଜେଟ୍ ରେ କ'ଣ ଶସ୍ତା? କ'ଣ ମହଙ୍ଗା ? ନଜର ପକାନ୍ତୁ...


କ'ଣ ଶସ୍ତା ?


ଶସ୍ତା ହେଲା କପଡା, ଜୋତା, ବେଲ୍ଟ, ପର୍ସ, ଇଲେକ୍ଟ୍ରୋନିକ୍ସ ଗ୍ୟାଜେଟ୍

ଶସ୍ତା ହେଲା ଜୀବନରକ୍ଷାକାରୀ ଔଷଧ

କ୍ୟାନସର ଔଷଧ ବି ଶସ୍ତା ହେଲା

ଏଲଇଡି, ଏଲସିଡି, ଟିଭି ଓ ମେଡିକାଲ ଉପକରଣ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ବ୍ୟାଟେରୀ କାର

ମୋବାଇଲ ଫୋନ୍ , ଲିଥିୟମ୍ ଆୟନ ବ୍ୟାଟେରୀ, ଲେଦର ଜ୍ୟାକେଟ୍ ଶସ୍ତା

ସାମୁଦ୍ରିକ ଉତ୍ପାଦ

୧୨ଟି ଖଣିଜ ପଦାର୍ଥ


କ'ଣ ମହଙ୍ଗା ?


ହ୍ୟାଣ୍ଡଲୁମ୍ କପଡା

ଫ୍ଲାଟ୍ ପ୍ୟାନେଲ୍ ଡିସପ୍ଲେ

Argus Whatsapp Channel Mobile Top
Sponsored
budget-2025-what-gets-cheaper-costlier-and-expensive-in-union-budget-2025-26 | Argus News