Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ସଂସଦରେ ବଜେଟ୍‌ ଉପସ୍ଥାପନ

Banajyotshna Ray
Browse all articles by Banajyotshna Ray
·2 years ago
ସଂସଦରେ ବଜେଟ୍‌ ଉପସ୍ଥାପନ

ଅର୍ଗସ ବ୍ୟୁରୋ:  ବଜେଟ ଉପସ୍ଥାପନ କଲେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ସଂସଦରେ ବଜେଟ ଉପସ୍ଥାପନ କଲେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ସବକା ସାଥ୍‌ ସବକା ବିକାଶ,ସବକା ପ୍ରୟାସ ଚାଲୁ ରହିଛି। ୨୦୪୭ ସୁଦ୍ଧା ବିକଶିତ ଭାରତ। ସବକା ସାଥ ମନ୍ତ୍ରରେ ଆଗେଇ ଚାଲିଛି ଦେଶ । ଏଥର ସମସ୍ତଙ୍କ ପାଇଁ ବଜେଟ୍‌ । ସମାଜର ସବୁ ବର୍ଗର ଲୋକଙ୍କ ବିକାଶ ପାଇଁ ବ୍ୟବସ୍ଥା ହୋଇଛି। ୨୫କୋଟି ଲୋକଙ୍କୁ ଗରୀବିରୁ ମୁକ୍ତି ଦିଆଯାଇଛି। ଆମେ ପରିବାରବାଦକୁ ସମାପ୍ତ କରିଛୁ। ଫୋକସରେ ଗରିବ, ମହିଳା, ଯୁବବର୍ଗ ଏବଂ ଚାଷୀ ବୋଲି ବଜେଟ ଉପସ୍ଥାପନରେ କହିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ।

ଅଧିକ ପଢ଼ନ୍ତୁ ଦେଶ ଖବର: 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Budget presentation in Parliament | Argus News