ଆମାଜନରେ ଚାଲିଛି ବମ୍ପର ସେଲ: ଖରାରେ ସଢ଼ିବା ପୂର୍ବରୁ ଅଧା ଦାମରେ କିଣି ଆଣନ୍ତୁ ଏହି ଏସି

Key Points
ଏସି, କୁଲର ଏବଂ ପଙ୍ଖା ୫୦ ପ୍ରତିଶତ ରିହାତିରେ ମିଳିଯିବ
ଏବେ ଅଧା ରେଟ୍ ରେ ମିଳିବ ଏସି, କୁଲର
ଗରମରୁ ମିଳିବ ମୁକ୍ତି
ଖରାରୁ ମୁକ୍ତି ପାଇବାକୁ ଲୋକେ ବିଭିନ୍ନ ପ୍ରକାର ଉପାୟ ଆପଣାଉଛନ୍ତି। କିଛି ଲୋକଙ୍କ ଘରେ ତ ଏସି ଅଛି। କିନ୍ତୁ ଏବେବି ଏମିତି ଲୋକ ଅଛନ୍ତି ଯେଉଁମାନଙ୍କ ଘରେ କୌଣସି ଶୀତତାପ ନିୟନ୍ତ୍ରିତ ସାମଗ୍ରୀ ନାହିଁ। ସେମାନେ କେବଳ କୁଲର ଆଉ ପଙ୍ଖାରେ ନିଜ ଘରେ କଷ୍ଟେମଷ୍ଟେ ରହୁଛନ୍ତି। ଆଉ ଏବେବି ଏମିତି ଲୋକ ଅଛନ୍ତି ଯିଏ ଅଫର ଘୋଷଣାକୁ ଅନେଇ ବସିଛନ୍ତି। ଶସ୍ତାରେ କୌଣସି ସ୍ଥାନରେ ଯଦି ଏସି ମିଳୁଛି ତାହାଲେ ସେଇଠୁ ଯାଇ ଏସି କିଣିବାକୁ ଭିଡ଼ କରିଥାନ୍ତି। ଆପଣ ଯଦି ସେମାନଙ୍କ ମଧ୍ୟରୁ ଜଣେ ତାହାଲେ ଆପଣଙ୍କ ପାଇଁ ମଧ୍ୟ ଏହି ଅଫର ପ୍ରତୀକ୍ଷା କରିଛି।
ଆମାଜନର ୨୦୨୪ ଗ୍ରେଟର ସେଲ ଚାଲିଛି। ଆଉ ଏହି ସେଲରେ ଆପଣଙ୍କୁ ଏସି, କୁଲର ଏବଂ ପଙ୍ଖା ୫୦ ପ୍ରତିଶତ ରିହାତିରେ ମିଳିଯିବ।
📱 Get Argus News App
✨ଏହି ଆମାଜନର ବମ୍ପର ସେଲରେ ସ୍ପ୍ଲିଟ ଏସି ୫୩% ରିହାତିରେ ବିକ୍ରି ହେଉଛି। LG ୧ ଟନର ୪ଷ୍ଟାର ଏସି ଏବଂ ଡୁଆଲ ଇନଭର୍ଟର ସ୍ପ୍ଲିଟ ଏସି ଆପଣ ୫୦% ରିହାତିରେ କିଣିପାରିବେ। ଏହି ଏସିର ମାର୍କେଟ ପ୍ରାଇସ ୭୧,୯୯୦ ଟଙ୍କା ହୋଇଥିବାବେଳେ ଆପଣ ମାତ୍ର ୩୫,୯୯୦ ଟଙ୍କା ଦେଇ ଆପଣଙ୍କ ଘରକୁ ନେଇପାରିବେ।
Daikin ୦.୮ ଟନ ୩ ଷ୍ଟାର ସ୍ପ୍ଲିଟ ଏସିକ ଗ୍ରାହ ୩୧% ରିହାତିରେ ପାଇପାରିବେ। ଯାହାର ବଜାର ମୂଲ୍ୟ ହେଉଛି ୩୭,୪୦୦ ଟଙ୍କା କିନ୍ତୁ ଆପଣଙ୍କ ପାଇଁ ରିହାତି ହୋଇ ଆପଣ ୨୫,୯୯୦ ଟଙ୍କାରେ କିଣିପାରିବେ।
ସେହିପରି Godrej ୧ଟନ ୫ଷ୍ଟାର ବିଶିଷ୍ଟ କନଭର୍ଟେବଲ କୁଲିଙ୍ଗ ଇନଭର୍ଟର ସ୍ପ୍ଲିଟ ଏସିକୁ ୩୨% ରିହାତି ବଜାରରେ ବିକ୍ରି କରାଯାଉଛି। ଯାହାର ବଜାର ମୂଲ୍ୟ ହେଉଛି ୪୮,୯୯୦ ଟଙ୍କା କିନ୍ତୁ ଗ୍ରାହକମାନେ ଏହି ଏସିକୁ ୩୩,୪୯୦ ଟଙ୍କା ଦେଇ କିଣିପାରିବେ।
Panasonic 1.5 ଟନ୍ 5 ଷ୍ଟାର୍ ୱାଇଫାଇ ଇନଭର୍ଟର ସ୍ମାର୍ଟ ସ୍ପ୍ଲିଟ୍ ଏସି ଆମାଜନରେ 29% ରିହାତିରେ କ୍ରୟ କରାଯାଇପାରିବ । ଏହି ଏସିର ପ୍ରକୃତ ମୂଲ୍ୟ 63,400 ଟଙ୍କା ବୋଲି କୁହାଯାଉଛି, କିନ୍ତୁ ଅଫର ଅନୁଯାୟୀ ଏହାକୁ 44,990 ଟଙ୍କାରେ କିଣାଯାଇପାରିବ।
Carrier 1.5 ଟନ୍ 3 ଷ୍ଟାର୍ AI ଫ୍ଲେକ୍ସିକଲ୍ ଇନଭର୍ଟର ସ୍ପ୍ଲିଟ୍ ଏସି 1 ଟି କନଭର୍ଟିବଲ୍ ଟେକ୍ନୋଲୋଜିରେ 6 ସହିତ ଆସିଥାଏ। ଏହାକୁ ଆମାଜନରୁ 48% ରିହାତିରେ କିଣିପାରିବେ। ଅଫର ପରେ ଏହାର ମୂଲ୍ୟ 67,790 ଟଙ୍କା ବଦଳରେ 34,990 ଟଙ୍କା ବୋଲି ଜଣାପଡ଼ିଛି।
ଅଧିକ ପଢ଼ନ୍ତୁ ଭାରତ ଖବର