Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଲଦାଖରେ ଖାଇକୁ ଖସିଲା ବସ୍‌, ୭ ମୃତ

Banajyotshna Ray
Browse all articles by Banajyotshna Ray
·1 year ago
ଲଦାଖରେ ଖାଇକୁ ଖସିଲା ବସ୍‌, ୭ ମୃତ

ଅର୍ଗସ ବ୍ୟୁରୋ:  ଲଦାଖର ଲେହରେ ଏକ ବଡ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ପ୍ରାୟ ୭ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଏହାସହ ୨୨ ଜଣ ଆହତ ହୋଇଥିବା ସୂଚନା ରହିଛି। କୁହାଯାଉଛି କି ବସରେ ୨୭ଜଣ ଲୋକ ଥିଲେ। ସମସ୍ତ ଲୋକ ବିବାହ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଥିଲେ। ଯେତେବେଳେ ବସର ଭାରସାମ୍ୟ ହରାଇଥିଲା, କେହି କିଛି ଜାଣିବା ପୂର୍ବରୁ, ଯାତ୍ରୀବାହୀ ବସଟି ଖାଇକୁ ଖସିପଡିଥିଲା। ଖାଲର ଗଭୀରତା ପ୍ରାୟ ୨୦୦ ଫୁଟ ବୋଲି କୁହାଯାଉଛି। ଏହି ଦୁର୍ଘଟଣା ସୂଚନା ପାଇବା ମାତ୍ରେ ସେଠାରେ ନିୟୋଜିତ ଥିବା ଭାରତୀୟ ଥିବା ଭାରତୀୟ ସେନା ୨୭ ଜଣଙ୍କ ଜୀବନ ରକ୍ଷା କରିଥିଲେ। ସେମାନଙ୍କ ମଧ୍ୟରେ ତିନି ଜଣ ଶିଶୁ ଏବଂ ୧୭ ଜଣ ମହିଳା ଅଛନ୍ତି।

ଅଧିକ ପଢ଼ନ୍ତୁ ଦେଶ ଖବର:

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


 

Sponsored
bus fell into ditch in leh indian army saved lives of 27 people today | Argus News