ଦେଶରେ ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ସରୁଛି ପ୍ରଚାର
·2 years ago

ଅର୍ଗସ ବ୍ୟୁରୋ: ଦେଶରେ ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ସରୁଛି ପ୍ରଚାର । ଦେଶରେ ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ସରୁଛି ପ୍ରଚାର। ଶନିବାର 8ଟି ରାଜ୍ୟରେ 57 ଲୋକସଭା ଆସନରେ ହେବ ମତଦାନ । ଭୋଟରଙ୍କୁ ମନେଇବା ପାଇଁ ବିଭିନ୍ନ ଦଳର ନେତାଙ୍କ ମାରାଥନ ପ୍ରଚାର। ଭଦ୍ରକ, ବାଲେଶ୍ବର ଓ ଯାଜପୁର ଜିଲ୍ଲାରେ ମାରାଥନ୍ କ୍ୟାମ୍ପେନ୍ କରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଭଦ୍ରକ ଧୁଷୁରୀ, ବାଲେଶ୍ବର ସିମୁଳିଆ, ଯାଜପୁର ସଦର ସମେତ ବରୀ ଓ ସୁକିନ୍ଦାରେ ଜନସଭାକୁ କରିବେ ସମ୍ବୋଧନ । ନିର୍ବାଚନର ଦିନକ ପୂର୍ବରୁ ବିଜେପି କର୍ମୀଙ୍କ ମଧ୍ୟରେ ଜୋରଦାର ଉତ୍ସାହ । ପୂର୍ବରୁ ଧାମନଗର ଓ ଚାନ୍ଦବାଲିରେ କେନ୍ଦ୍ରମନ୍ତ୍ରୀଙ୍କ ନିର୍ବାଚନୀ ପ୍ରଚାର ବେଳେ ବିଭିନ୍ନ ପ୍ରସଙ୍ଗ ନେଇ ବର୍ଷିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଅଧିକ ପଢ଼ନ୍ତୁ ଦେଶ ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
