କାନାଡା ବୈଦେଶିକ ମନ୍ତ୍ରାଳୟର ଉପମନ୍ତ୍ରୀ ଡାଭିଡ ମୋରିସନଙ୍କ ବୟାନ,ଭାରତର ବୈଦେଶିକ ମନ୍ତ୍ରଣାଳୟର ତୀବ୍ର ବିରୋଧ
·1 year ago

ଅର୍ଗସ ବ୍ୟୁରୋ:ଖଲିସ୍ତାନୀ ଆତଙ୍କବାଦୀ ନିଜାର ହତ୍ୟାକାଣ୍ଡକୁ ନେଇ ଭାରତ ଓ କାନାଡା ମଧ୍ୟରେ ବଢୁଛି ବିବାଦ। ଖଲିସ୍ତାନୀ ଆତଙ୍କବାଦୀ ନିଜାର ହତ୍ୟାକାଣ୍ଡକୁ ନେଇ ଭାରତ ଓ କାନାଡା ମଧ୍ୟରେ ସୃଷ୍ଟି ହୋଇଥିବା ତିକ୍ତତା ବୃଦ୍ଦି ପାଇବାରେ ଲାଗିଛି । ନିଜାର ହତ୍ୟା ପଛରେ ଭାରତୀୟ କୂଟନୀତିଜ୍ଞଙ୍କ ହାତ ରହିଥିବା କାନାଡା ବିନା ପ୍ରମାଣରେ ଅଭିଯୋଗ କରୁଥିବାରୁ ଏହାକୁ ତୀବ୍ର ବିରୋଧ କରିଛି ଭାରତ । କାନାଡା ମନ୍ତ୍ରୀ ଡାଭିଡ ମୋରିସନଙ୍କ ବୟାନକୁ ତୀବ୍ର ବିରୋଧ କରିଛି ଭାରତ। ଗତ ମଙ୍ଗଳବାର କାନାଡାର ମନ୍ତ୍ରୀ ଡାଭିଡ ମୋରିସନ ଭାରତର ଗୃହମନ୍ତ୍ରୀଙ୍କୁ ବିବାଦ ଭିତରକୁ ଟାଣିଥିବାରୁ କାନାଡା କୁଟନୀତିଜ୍ଞକୁ ସମନ ଜାରି କରିଛି ଭାରତ । ସେପଟେ ଭାରତୀୟ ବାଣିଜ୍ୟିକ ଦୂତାବାସର ଅଧିକାରୀଙ୍କ ଅଡିଓ ଏବଂ ଭିଡିଓ ନିରୀକ୍ଷଣ କରୁଛି କାନାଡ଼ା। କଡ଼ା ଆପତ୍ତି ଜଣାଇଲା ଭାରତର ବିଦେଶ ମନ୍ତ୍ରାଳୟ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: