Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଦିଲ୍ଲୀରେ ଅସହ୍ୟ ଗରମ, ଘରୁ ବାହାରିବା ମୁସ୍କିଲ

Manini Pattanayak
Browse all articles by Manini Pattanayak
·2 years ago
ଦିଲ୍ଲୀରେ ଅସହ୍ୟ ଗରମ, ଘରୁ ବାହାରିବା ମୁସ୍କିଲ

 ନୂଆଦିଲ୍ଲୀ:  ଦିଲ୍ଲୀରେ ଅସହ୍ୟ ଗରମ। ଘରୁ ବାହାରିବା ମୁସ୍କିଲ। ଏହାରି ଭିତରେ ଲୋକେ ଜରୁରୀ କାମ ପାଇଁ ବିମାନରେ ଯିବାକୁ ପସନ୍ଦ କରୁଛନ୍ତି। ହେଲେ ବିମାନ ୨୪ଘଣ୍ଟା ବିଳମ୍ୱ ହେବା ସହ ଏଥିରେ ଏସି ସୁବିଧା ନଥିବା ଅଭିଯୋଗ କରିଛନ୍ତି ଯାତ୍ରୀ।

ଗରମରେ ସନ୍ତୁଳି ହେବା ସହ କିଛି ଯାତ୍ରୀ ଚେତାଶୂନ୍ୟ ହୋଇଯାଇଥିବା ଅଭିଯୋଗ ହୋଇଛି।  ଏହି ସମୟର ଫଟୋ ଏବେ ଭାଇରାଲ୍‌ ହେବାରେ ଲାଗିଛି। ଏୟାର ଇଣ୍ଡିଆର ଏପରି ଖାମଖିଆଲି କାମ ନେଇ ଏବେ ଚର୍ଚ୍ଚା ହେଉଛି ।

ଅଧିକ ପଢନ୍ତୁ  ଭାରତ ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Capital in crisis: Delhi's water woes amid heatwave and political blame game | Argus News