Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଦୁର୍ଘଟଣାରେ 5 ଶିଶୁଙ୍କ ସମେତ 8 ଜଣଙ୍କ ମୃତ୍ୟୁ ହୋଇଛି 

National

ଦୁର୍ଘଟଣାରେ 5 ଶିଶୁଙ୍କ ସମେତ 8 ଜଣଙ୍କ ମୃତ୍ୟୁ ହୋଇଛି 

Manini Pattanayak
Browse all articles by Manini Pattanayak
·1 year ago
ଦୁର୍ଘଟଣାରେ 5 ଶିଶୁଙ୍କ ସମେତ 8 ଜଣଙ୍କ ମୃତ୍ୟୁ ହୋଇଛି 

ନୂଆଦିଲ୍ଲୀ:  ଜମ୍ମୁ କାଶ୍ମୀର ଘାଟିରେ ଓଲଟିଲା କାର୍ । ଦୁର୍ଘଟଣାରେ 5 ଶିଶୁଙ୍କ ସମେତ 8 ଜଣଙ୍କ ମୃତ୍ୟୁ ହୋଇଛି । ଅନନ୍ତନାଗ  ଡାକସୁମ ଘାଟିରେ କାର୍ ଓଲଟି ପଡ଼ିଥିଲା ।

ମୃତକଙ୍କ ପରିଚୟ ମିଳିପାରି ନଥିବା ବେଳେ ସେମାନେ କେଉଁ ଅଞ୍ଚଳର ତାହା ମଧ୍ୟ ଜଣାପଡ଼ି ନାହିଁ। ଘାଟି ରାସ୍ତାରେ ଭାରସାମ୍ୟ ହରାଇ କାରଟି ଘାଟି ତଳକୁ ଖସି ପଡ଼ିଥିଲା। ଡ୍ରାଇଭରଙ୍କ ସମେତ ସମସ୍ତ ଯାତ୍ରୀଙ୍କ ମୃତ୍ୟୁ ଘଟିଛି । 

ଅଧିକ ପଢନ୍ତୁ ଭାରତ ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Car overturned in Jammu and Kashmir Ghati. 8 people including 5 children died in the accident. | Argus News