Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଜମ୍ମୁ କାଶ୍ମୀର ଘାଟିରେ ଓଲଟିଲା କାର୍, 8 ମୃତ

National

ଜମ୍ମୁ କାଶ୍ମୀର ଘାଟିରେ ଓଲଟିଲା କାର୍, 8 ମୃତ

Smruti Parija
Browse all articles by Smruti Parija
·1 year ago
ଜମ୍ମୁ କାଶ୍ମୀର ଘାଟିରେ ଓଲଟିଲା କାର୍, 8 ମୃତ

ଅର୍ଗସ ବ୍ୟୁରୋ: ଜମ୍ମୁ କାଶ୍ମୀର ଘାଟିରେ ଓଲଟିଲା କାର୍ । ଦୁର୍ଘଟଣାରେ 5 ଶିଶୁଙ୍କ ସମେତ 8 ଜଣଙ୍କ ମୃତ୍ୟୁ ହୋଇଛି । ଅନନ୍ତନାଗ  ଡାକସୁମ ଘାଟିରେ କାର୍ ଓଲଟି ପଡ଼ିଥିଲା । ମୃତକଙ୍କ ପରିଚୟ ମିଳିପାରି ନଥିବା ବେଳେ ସେମାନେ କେଉଁ ଅଞ୍ଚଳର ତାହା ମଧ୍ୟ ଜଣାପଡ଼ି ନାହିଁ। ଘାଟି ରାସ୍ତାରେ ଭାରସାମ୍ୟ ହରାଇ କାରଟି ଘାଟି ତଳକୁ ଖସି ପଡ଼ିଥିଲା। ଡ୍ରାଇଭରଙ୍କ ସମେତ ସମସ୍ତ ଯାତ୍ରୀଙ୍କ ମୃତ୍ୟୁ ଘଟିଛି । ସ୍ଥାନୀୟ ପ୍ରଶାସନ ପକ୍ଷରୁ ସମସ୍ତ ମୃତକଙ୍କ ଫଟୋ ଜାରି କରାଯାଇଛି । ବର୍ତ୍ତମାନ ସୁଦ୍ଧା ମୃତକଙ୍କ ପରିଚୟ ମିଳିପାରିନାହିଁ ।
 

ଆହୁରି ପଢନ୍ତୁ ଭାରତ ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Education Next Season 5
Sponsored
Car overturns in Jammu and Kashmir, 8 dead | Argus News