70 ଜଣଙ୍କ ଉପରେ ମାଡି଼ଗଲା କାର, 2 ମୃତ
·1 year ago

ଅର୍ଗସ ବ୍ୟୁରୋ: ଜର୍ମାନୀରେ 70 ଜଣଙ୍କ ଉପରେ ମାଡି଼ଗଲା କାର । ଜର୍ମାନୀର ମାଗ୍ଡେବର୍ଗରେ ଦୁର୍ଘଟଣା। ଖ୍ରୀଷ୍ଟମାସ୍ ବଜାରରେ ବଡ଼ ଅଘଟଣ। କାର ଦୁର୍ଘଟଣାରେ 2 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 60ରୁ ଊର୍ଦ୍ଧ୍ବ ଆହତ ହୋଇଛନ୍ତି । କାରକୁ ଜଣେ ନାବାଳକ ଚଲାଉ ଥିବା ଜଣା ପଡି଼ଛି । କାରରେ ଥିବା 2ଜଣ ନାବାଳକଙ୍କୁ ପୋଲିସ ଅଟକ ରଖିଥିବା ସୂଚମା ମିଳିଛି । ଶୁକ୍ରବାର ଦିନ ଜର୍ମାନୀର ମାଗଡେବର୍ଗର ଖ୍ରୀଷ୍ଟମାସ ବଜାର ଭିଡ଼ ଉପରକୁ ହଠାତ୍ କାର୍ ମାଡ଼ି ଆସିଥିଲା ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: