Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ମର୍ମନ୍ତୁଦ ସଡକ ଦୁର୍ଘଟଣା , ୮ ମୃତ

Swoyang prajna Mishra
Browse all articles by Swoyang prajna Mishra
·1 year ago
ମର୍ମନ୍ତୁଦ ସଡକ ଦୁର୍ଘଟଣା , ୮ ମୃତ

କାର୍ ଟ୍ରାକ୍ଟର ମୁହାଁମୁହିଁ ଧକ୍କା । ଦୁର୍ଘଟଣାରେ ୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଲୋକ ଗୁରୁତର ଅଛନ୍ତି। ବିହାରର କଟିହାର ଜିଲ୍ଲାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଛି । କାର୍‌ରେ ଥିବା ଯାତ୍ରୀ ଏକ ବିବାହ ଉତ୍ସବରୁ ଫେରୁଥିବା ସୂଚନା ରହିଛି । ସମସ୍ତ ମୃତକ ସୁପୌଲ ଜିଲ୍ଲାର ବାସିନ୍ଦା ହୋଇଥିବା ସୂଚନା ରହିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Car-tractor collision, 8 death | Argus News