Videos
|
National

୨୦୨୬ରୁ ବର୍ଷକୁ ୨ଥର CBSE ମାଟ୍ରିକ ପରୀକ୍ଷା ହେବ !

Banajyotshna Ray
Browse all articles by Banajyotshna Ray
·1 year ago
୨୦୨୬ରୁ ବର୍ଷକୁ ୨ଥର CBSE ମାଟ୍ରିକ ପରୀକ୍ଷା ହେବ !

ବର୍ଷକୁ 2ଥର ହେବ CBSE ମାଟ୍ରିକ ପରୀକ୍ଷା । 2026 ମସିହାରୁ ବର୍ଷକୁ 2ଥର CBSE ମାଟ୍ରିକ ପରୀକ୍ଷା ହେବ । 2026ରେ ପ୍ରଥମ ପର୍ଯ୍ୟାୟ ପରୀକ୍ଷା ପେବ୍ରୁଆରୀ 17ରୁ ଆରମ୍ଭ ହୋଇ ମାର୍ଚ୍ଚ 6 ଯାଏଁ ଚାଲିବ । ଦ୍ବିତୀୟ ପରୀକ୍ଷା ପ୍ରତିବର୍ଷ ମେ 5ରୁ 20 ଯାଏଁ ହେବ। ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏହି ପଦକ୍ଷେପ ନିଆଯାଇଛି। ଏପରିକି ମନ୍ତ୍ରଣାଳୟ ପକ୍ଷରୁ ଏକ ଚିଠା ନୀତି ପ୍ରସ୍ତୁତ କରାଯିବ। ଚିଠା ନୀତି ବାବଦରେ ଛାତ୍ରୀଛାତ୍ର, ଶିକ୍ଷକ, ଅଭିଭାବକଙ୍କ ମତ ନିଆଯିବ ବୋଲି ମନ୍ତ୍ରଣାଳୟ ପକ୍ଷରୁ ଅବଗତ କରାଯାଇଛି। ମାର୍ଚ୍ଚ ୯ ତାରିଖ ସୁଦ୍ଧା ମତାମତ ସଂଗ୍ରହ କରାଯିବ। ମତାମତ ପରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ। ପିଲାମାନଙ୍କ ପାଠ ପଢ଼ାକୁ ଅଧିକ ସୁଦୃଢ଼ କରିବା ପାଇଁ ଏଭଳି ନିଷ୍ପତି ନିଆଯାଇଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: