Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଓଡିଶାରେ ପାସ୍ ହାର ୯୩. ୬୬%; ପୁଅଙ୍କ ଅପେକ୍ଷା ଝିଅଙ୍କ ପାସ୍ ହାର ଅଧିକ

National

ଓଡିଶାରେ ପାସ୍ ହାର ୯୩. ୬୬%; ପୁଅଙ୍କ ଅପେକ୍ଷା ଝିଅଙ୍କ ପାସ୍ ହାର ଅଧିକ

Smruti Parija
Browse all articles by Smruti Parija
·1 year ago·1 min read
ଓଡିଶାରେ ପାସ୍ ହାର ୯୩. ୬୬%; ପୁଅଙ୍କ ଅପେକ୍ଷା ଝିଅଙ୍କ ପାସ୍ ହାର ଅଧିକ

ପ୍ରକାଶ ପାଇଲା CBSE ଦଶମ ଶ୍ରେଣୀ ରେଜଲ୍ଟ । ପାସ ହାର ରହିଛି ୯୩. ୬୬ ପ୍ରତିଶତ । ଭୁବନେଶ୍ୱରରେ ପାସ ହାର ରହିଛି ୯୨. ୬୪ ପ୍ରତିଶତ । ସେହିପରି ଝିଅ ଙ୍କ ପାସ ହାର ୯୫ % ଥିବାବେଳେ ପୁଅଙ୍କ ପାସ୍ ହାର ୯୨.୬୩ ପ୍ରତିସତ ରହିଛି । ଓଡ଼ିଶାରେ ପାସ ହାର ରହିଛି ୯୨. ୪୦ ପ୍ରତିଶତ । ରିଜିଅନ ଅନୁସାରେ ଚେନ୍ନାଇରେ ସବୁଠୁ ଅଧିକ ୯୮. ୭୧ ପ୍ରତିଶତ ପାସ ହାର ରହିଛି ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
— ANI (@ANI) May 13, 2025


କିଛି ସମୟ ପୂର୍ବରୁ ସିବିଏସଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଥିଲା । ଦ୍ବାଦଶରେ ପାସ ହାର ରହିଛି 88.39 ପ୍ରତିଶତ । 14 ଲକ୍ଷ 96 ହଜାର 307 ଛାତ୍ରଛାତ୍ରୀ ପାସ୍ ହୋଇଛନ୍ତି । ଭୁବନେଶ୍ବରରେ ପାସ୍‌ହାର ରହିଛି ୮୩.୬୪% । ଦେଶରେ ଛାତ୍ରୀଙ୍କ ପାସ୍‌ହାର ୯୧.୬୪%, ଛାତ୍ରଙ୍କ ପାସ୍‌ହାର ୮୫.୭୦% । JNV- ୯୯.୨୯%, KV-୯୯.୦୫%, STSS-୯୮.୯୬% ପାସ୍‌ ହୋଇଛନ୍ତି ।

Sponsored
central-board-of-secondary-education-cbse-declares-class-x-results | Argus News