ଇରାନ୍ରେ ଫସିଥିବା ୧୧୦ ଭାରତୀୟଙ୍କୁ ଉଦ୍ଧାର କଲେ କେନ୍ଦ୍ର ସରକାର
·1 year ago

Key Points
ଇରାନ-ଇସ୍ରାଏଲ ଯୁଦ୍ଧ ସଂକଟରେ ଫସିଥିବା ଭାରତୀୟଙ୍କୁ ଉଦ୍ଧାର ପାଇଁ କେନ୍ଦ୍ର ସରକାର ଆରମ୍ଭ କରିଛନ୍ତି ଅପରେସନ ସିନ୍ଧୁ ଅଭିଯାନ। ଏଥିରେ ପାଖାପାଖି ୧୦ ହଜାର ଭାରତୀୟଙ୍କୁ ଉଦ୍ଧାର କରିବାକୁ ଲକ୍ଷ୍ୟ ରଖାଯାଇଛି। ଫେରିଥିବା ୧୧୦ ଜଣଙ୍କ ମଧ୍ୟରୁ ୯୦ ଜଣ ଛାତ୍ରଛାତ୍ରୀ କେବଳ କାଶ୍ମୀର ହୋଇଥିବା ଜଣାପଡ଼ିଛି।
ଇରାନରୁ ଫେରିଲେ ଭାରତୀୟ। ଅପରେସନ ସିନ୍ଧୁରେ ନୂଆଦିଲ୍ଲୀ ବିମାନବନ୍ଦରରେ ପହଞ୍ଚିଛନ୍ତି ୧୧୦ ଭାରତୀୟ ଛାତ୍ରଛାତ୍ରୀ। ଇରାନ-ଇସ୍ରାଏଲ ଯୁଦ୍ଧ ସଂକଟରେ ଫସିଥିବା ଭାରତୀୟଙ୍କୁ ଉଦ୍ଧାର ପାଇଁ କେନ୍ଦ୍ର ସରକାର ଆରମ୍ଭ କରିଛନ୍ତି ଅପରେସନ ସିନ୍ଧୁ ଅଭିଯାନ। ଏଥିରେ ପାଖାପାଖି ୧୦ ହଜାର ଭାରତୀୟଙ୍କୁ ଉଦ୍ଧାର କରିବାକୁ ଲକ୍ଷ୍ୟ ରଖାଯାଇଛି। ଫେରିଥିବା ୧୧୦ ଜଣଙ୍କ ମଧ୍ୟରୁ ୯୦ ଜଣ ଛାତ୍ରଛାତ୍ରୀ କେବଳ କାଶ୍ମୀର ହୋଇଥିବା ଜଣାପଡ଼ିଛି।
ଇରାନ-ଇସ୍ରାଏଲ ଯୁଦ୍ଧ ଷଷ୍ଠ ଦିନରେ ପହଞ୍ଚିଥିବାବେଳେ ଭାରତୀୟ ନାଗରିକଙ୍କୁ ସତର୍କ ରହିବାକୁ ଏକାଧିକ ଥର ଆଡଭାଇଜରୀ ଜାରି କରିଥିଲା ଭାରତୀୟ ଦୂତାବାସ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: