Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ଅଶ୍ଳୀଳ କଣ୍ଟେଣ୍ଟ ଥିବା 18 ଟି OTT ପ୍ଲାଟଫର୍ମକୁ  କେନ୍ଦ୍ର ସରକାରଙ୍କ ତରଫରୁ ବ୍ଲକ

National

ଅଶ୍ଳୀଳ କଣ୍ଟେଣ୍ଟ ଥିବା 18 ଟି OTT ପ୍ଲାଟଫର୍ମକୁ  କେନ୍ଦ୍ର ସରକାରଙ୍କ ତରଫରୁ ବ୍ଲକ

Banajyotshna Ray
Browse all articles by Banajyotshna Ray
·2 years ago
ଅଶ୍ଳୀଳ କଣ୍ଟେଣ୍ଟ ଥିବା 18 ଟି OTT ପ୍ଲାଟଫର୍ମକୁ  କେନ୍ଦ୍ର ସରକାରଙ୍କ ତରଫରୁ ବ୍ଲକ

ଅର୍ଗସ ବ୍ୟୁରୋ: କେନ୍ଦ୍ର ସରକାରଙ୍କ ବଡ ଆକ୍ସନ। ଅଶ୍ଳୀଳ ଏବଂ  ହିଂସାତ୍ମକ କଣ୍ଟେଣ୍ଟ ଥିବା  18 ଟି OTT ପ୍ଲାଟଫର୍ମକୁ  କେନ୍ଦ୍ରସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ତରଫରୁ ବ୍ଲକ୍ କରାଜାଇଛି। ଏ ନେଇ ଆଜି OTT ପ୍ଲାଟଫର୍ମ ଉପରେ ନିର୍ଦେଶନାମା ଜାରୀ ହୋଇଛି। ଏହି କ୍ରମରେ OTT ର 19 ଟି ୱେବସାଇଟ୍, 10 ଟି ଆପ୍ ଏବଂ 57 ଟି ସୋସିଆଲ୍ ମିଡିଆ ହ୍ୟାଣ୍ଡଲ୍କୁ ଅବରୋଧ କରାଯାଇଛି। କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଦ୍ୱାରା ଅତୀତରେ ଅନେକ ଥର ଚେତାବନୀ ଦିଆଯାଇଥିବା ସତ୍ବେ ଆପତ୍ତିଜନକ କଣ୍ଟେଣ୍ଟ ପ୍ରସାରଣ କରାଜାଉଥିଲା । ଏହି କାରଣରୁ କେନ୍ଦ୍ର ସରକାର ଏହି  ପଦକ୍ଷେପ ନେଇଛନ୍ତି।

ଅଧିକ ପଢ଼ନ୍ତୁ ଦେଶ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored
Central govt bans 18 OTT apps for posting ‘vulgar and obscene’ content | Argus News