Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ସାଇବର ଅପରାଧ ରୋକ୍ ଦିଗରେ କେନ୍ଦ୍ର ସରକାରଙ୍କ ବଡ ପଦକ୍ଷେପ

Smruti Parija
Browse all articles by Smruti Parija
·1 year ago
ସାଇବର ଅପରାଧ ରୋକ୍ ଦିଗରେ କେନ୍ଦ୍ର ସରକାରଙ୍କ ବଡ ପଦକ୍ଷେପ

ଅର୍ଗସ ବ୍ୟୁରୋ: ସାଇବର ଅପରାଧ ରୋକ୍ ଦିଗରେ କେନ୍ଦ୍ର ସରକାରଙ୍କ ବଡ ପଦକ୍ଷେପ । ୬୬୯ ହଜାର ସିମ୍ କାର୍ଡ଼ ଏବଂ ୧ଲକ୍ଷ ୩୨ ହଜାର ଟି ଆନ୍ତର୍ଜାତୀୟ ମୋବାଇଲ ଉପକରଣ ପରିଚୟ ବା IMEI ନମ୍ବରକୁ ସରକାର  ବନ୍ଦ କରିଛନ୍ତି। ଏହି ପଦକ୍ଷେପ ସାଇବର ଅପରାଧ ପ୍ରତିରୋଧ ପାଇଁ ନିଆଯାଇଛି । 

ଦେଶରେ ଦିନକୁ ଦିନ ସାଇବର ଅପରାଧ ବଢୁଥିବା ବେଳେ ଫେକ୍ ଫୋନ୍ ନମ୍ବର କୁ ବନ୍ଦ କରିବା ପାଇଁ ସରକାର କଡା କାର୍ଯ୍ୟାନୁଷ୍ଠନ ଗ୍ରହଣ କରିଛନ୍ତି । ଏହି ବନ୍ଦ କରାଯାଇଥିବା ସିମ୍ କାର୍ଡ଼ ଏବଂ IMEI ନମ୍ବର ପୁଲିସ କର୍ତ୍ତୃପକ୍ଷ ତରଫରୁ ରିପୋର୍ଟ କରାଯାଇଥିଲା । ଏହି ପଦକ୍ଷେପ ଫଳରେ ଅନେକ ସାଇବର ଅପରାଧ ରୋକା ଯାଇପାରିଛି । 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
central-govt-has-blocked-669-sim-card-to-curbing-cyber-crime | Argus News