Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

22ଟି ଆପ୍ ଏବଂ ୱେବସାଇଟ୍ ଉପରେ ପ୍ରତିବନ୍ଧକ

Manini Pattanayak
Browse all articles by Manini Pattanayak
·2 years ago
22ଟି ଆପ୍ ଏବଂ ୱେବସାଇଟ୍ ଉପରେ ପ୍ରତିବନ୍ଧକ

ନୂଆଦିଲ୍ଲୀ: ମହାଦେବ ବେଟିଂ ଆପ୍ ଉପରେ ଲାଗିଲା କଟକଣା । ଭାରତ ସରକାରଙ୍କ ଆଇଟି ମନ୍ତ୍ରାଳୟ ପକ୍ଷରୁ ମହାଦେବ ଆପ୍ ସହ 22ଟି ଆପ୍ ଏବଂ ୱେବସାଇଟ୍ ଉପରେ ପ୍ରତିବନ୍ଧକ ଲାଗିଛି ।

ମହାଦେବ ବୁକ୍ ବେଟିଂ' ଆପ୍ ମାମଲାରେ ତଦନ୍ତ ଜାରି ରଖିଛି ED । ମହାଦେବ ବେଟିଂ' ଆପ୍ କୁ ଦୁଇ ଦିନ ପୂର୍ବରୁ ସାଙ୍ଘାତିକ ଖୁଲାସା କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କୁ ଆପ୍‌ ପ୍ରମୋଟର 508 କୋଟି ଦେଇଥିବା ଅଭିଯୋଗ ହୋଇଥିଲା । 

ଅଧିକ ପଢନ୍ତୁ ଭାରତ ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Centre orders blocking of Mahadev betting app, claims Chhattisgarh didn’t act | Argus News