Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହେଲେ ଚମ୍ପଇ ସୋରେନ

Manini Pattanayak
Browse all articles by Manini Pattanayak
·2 years ago
ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହେଲେ ଚମ୍ପଇ ସୋରେନ

ନୂଆଦିଲ୍ଲୀ:  ଝାଡ଼ଖଣ୍ଡରେ ଶେଷ ହୋଇଛି ରାଜନୈତିକ ସସପେନ୍ସ । ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଚମ୍ପଇ ସୋରେନ।

ରାଞ୍ଚି ରାଜଭବନରେ  ରାଜ୍ୟପାଳ ସି.ପି ରାଧାକ୍ରିଷନ ତାଙ୍କୁ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଏବେ  ଝାଡଖଣ୍ଡ ରାଜ୍ୟର ଭାର ଚମ୍ପଇଙ୍କ କାନ୍ଧରେ।  ଜେଏମଏମ ବିଧାୟକ ଚମ୍ପଇ  ଝାଡଖଣ୍ଡର ଟାଇଗର ନାମରେ ବେସ୍‌ ପରିଚିତ। ବଡ଼ କଥା ହେଉଛି, ଚମ୍ପାଇ ସୋରେନଙ୍କୁ ୧୦ ଦିନ ମଧ୍ୟରେ ସଂଖ୍ୟାଗରିଷ୍ଠତା ସାବ୍ୟସ୍ତ କରିବାକୁ ପଡ଼ିବ ।  
 

ଅଧିକ ପଢନ୍ତୁ ଭାରତ ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Champai Soren has sworn in as the Chief Minister | Argus News