Videos
|
National

ଝାଡ଼ଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ହେବେ ଚମ୍ପଇ ସୋରେନ

Banajyotshna Ray
Browse all articles by Banajyotshna Ray
·2 years ago
ଝାଡ଼ଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ହେବେ ଚମ୍ପଇ ସୋରେନ

ଅର୍ଗସ ବ୍ୟୁରୋ:  ଝାଡ଼ଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ହେବେ ଚମ୍ପଇ ସୋରେନ। ବିଧାୟକ ଦଳ ବୈଠକ ପରେ ଚମ୍ପଇଙ୍କ ନାଁରେ ମୋହର। ଝାଡ଼ଖଣ୍ଡର ଷଢେଇକଳାରୁ ପ୍ରତିନିଧିତ୍ବ କରୁଛନ୍ତି ଚମ୍ପଇ। ସେପଟେ ରାଜଭବନ ଯାଇ ଇସ୍ତଫା ଦେଲେ ହେମନ୍ତ ସୋରେନ୍‌।ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ହେମନ୍ତ ସୋରେନ । ରାଜ୍ୟପାଳ ତାଙ୍କ ଇସ୍ତଫା ପତ୍ର ଗ୍ରହଣ କରିଛନ୍ତି ।

ଅଧିକ ପଢ଼ନ୍ତୁ ଦେଶ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Champai Soren To Become New Chief Minister Of Jharkhand | Argus News