ଆଜି ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଚମ୍ପଇ ସୋରେନ
·2 years ago

ନୂଆଦିଲ୍ଲୀ: ଆଜି ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଚମ୍ପଇ ସୋରେନ।ସରକାର ଗଠନ ପାଇଁ ରାଜ୍ୟପାଳଙ୍କ ନିମନ୍ତ୍ରଣ। 43 ବିଧାୟକଙ୍କ ସମର୍ଥନ ରହିଥିବା ଦାବି । ସେପଟେ ୧୦ ଦିନ ମଧ୍ୟରେ ଗୃହରେ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବାଲାଗି ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟପାଳ ।
ପୂର୍ବ ସିଏମ ହେମନ୍ତ ସୋରେନଙ୍କ ଗିରଫ ପରେ ଚମ୍ପଇ ସୋରେନ ଗାଦିରେ ବସିବେ। ଶପଥ ସମାରୋହ ୧୨ ଟା କିମ୍ବା ଗୋଟିଏ ମଧ୍ୟରେ ହେବାନେଇ ସୂଚନା। ଜେଏମଏମ ବିଧାୟକ ହେଉଛନ୍ତି ଚମ୍ପଇ ସୋରେନ।
ଅଧିକ ପଢନ୍ତୁ ଭାରତ ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: