ଗୁଜରାଟ ପରେ ରାଜସ୍ଥାନରେ ଚାନ୍ଦିପୁରା ଭାଇରସ ଆତଙ୍କ
·1 year ago

ନୂଆଦିଲ୍ଲୀ: ଗୁଜରାଟ ପରେ ରାଜସ୍ଥାନରେ ଆତଙ୍କ । ଚାନ୍ଦିପୁରା ଭାଇରସ ସଂକ୍ରମଣରେ ବଢୁଛି ମୃତ୍ୟୁ ସଂଖ୍ୟା । ରାଜସ୍ଥାନରେ 6 ନୂଆ ସଂକ୍ରମିତଙ୍କ ମଧ୍ୟରୁ 2 ଜଣ ଶିଶୁଙ୍କ ମୃତ୍ୟୁ ଘଟିଛି ।
ମୋଟ ସଂକ୍ରମଣ ସଂଖ୍ୟା 133ରେ ପହଞ୍ଚିଛି । ଏପଟେ ଗୁଜରାଟରେ ଆଉ 37 ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଜୁନ ମାସରେ ପ୍ରଥମେ ଗୁଜରାଟରେ ଚାନ୍ଦିପୁରା ଭାଇରସ ଚିହ୍ନଟ ହୋଇଥିଲା ।
ଅଧିକ ପଢନ୍ତୁ ଭାରତ ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: