Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ହ୍ୱାଟ୍ସଆପ୍‌ରେ ଚେକ କରନ୍ତୁ ବ୍ୟାଙ୍କ ଆକାଉଣ୍ଟ ବାଲାନ୍ସ 

National

ହ୍ୱାଟ୍ସଆପ୍‌ରେ ଚେକ କରନ୍ତୁ ବ୍ୟାଙ୍କ ଆକାଉଣ୍ଟ ବାଲାନ୍ସ 

Manini Pattanayak
Browse all articles by Manini Pattanayak
·2 years ago·1 min read
ହ୍ୱାଟ୍ସଆପ୍‌ରେ ଚେକ କରନ୍ତୁ ବ୍ୟାଙ୍କ ଆକାଉଣ୍ଟ ବାଲାନ୍ସ 

ନୂଆଦିଲ୍ଲୀ: ଆପଣଙ୍କ ବ୍ୟାଙ୍କ  ଆକାଉଣ୍ଟରେ କେତେ ଟଙ୍କା ଅଛି ଏହା ଜାଣିବା ପାଇଁ ଫୋନ ପେ କିମ୍ବା  ଗୁଗଲ ପେ  କୁ ଚେକ୍‌ କରିଥାନ୍ତି। କିନ୍ତୁ ଏବେ ଆପଣ ହ୍ୱାଟ୍ସ ଆପରେ ମଧ୍ୟ ବ୍ୟାଙ୍କ ଆକାଉଣ୍ଟର ବାଲାନ୍ସ ଚେକ କରିପାରିବେ।  ତେବେ ଏ ସୁବିଧା କେବଳ  SBI  ଗ୍ରାହକଙ୍କ ପାଇଁ।   SBIର ହ୍ୱାଟ୍ସଆପ ବ୍ୟାଙ୍କିଙ୍ଗର ଲାଭ   କେବଳ ସେଭିଙ୍ଗ ଏକାଉଣ୍ଟ  ହୋଲଡର  ଏବଂ  କ୍ରେଡିଟ୍‌ କାର୍ଡ ହୋଲଡର  ହିଁ ପାଇପାରିବେ।  

ତେବେ ଏହି ସୁବିଧାକୁ ଆରମ୍ଭ କରିବାକୁ  ହେଲେ ରେଜିଷ୍ଟ୍ରେସନ କରିବାକୁ ପଡିବ।  SBIର ହ୍ୱାଟ୍ସ ଆପ ବ୍ୟାଙ୍କିଙ୍ଗର ଲାଭ  ପାଇବାକୁ ହେଲେ ପ୍ରଥମେ  ନିଜ ନମ୍ବର ରେଜିଷ୍ଟର  କରିବାକୁ ପଡିବ।   ଏଥିପାଇଁ WAREG  ଟାଇପ୍‌  କରନ୍ତୁ ।  ଏବଂ ସ୍ପେସ୍‌  ଦେଇ  ଏକାଉଣ୍ଟ ନମ୍ବର ଲେଖନ୍ତୁ।  ଉଦାହରଣ  ପାଇଁ  WAREG 12345689 ଏବଂ ପୁଣି ଏହାକୁ ୭୨୦୮୯୩୩୧୪୮ ରେ ଏସଏମଏସ ପଠାବାକୁ ହେବ।  ଆପଣଙ୍କୁ  ଏସଏମଏସ  ସେହି ନମ୍ବରରେ  ପଠାଇବାକୁ ପଡିବ  ଯେଉଁ ନମ୍ବର  ବ୍ୟାଙ୍କ ଆକାଉଣ୍ଟ ସହ ଲିଙ୍କ ଥିବ।   ବର୍ତ୍ତମାନ ଆପଣ  ନିଜ ମୋବାଇଲ ରେ ୯୦୨୨୬୯୦୨୨୬ ନମ୍ବର ସେବ କରନ୍ତୁ।   ସେବ କରିବା ପରେ ଏହି ନମ୍ବରରେ hi ଲେଖିକି  ପଠାନ୍ତୁ।   ଏହା ପରେ ବ୍ୟାଙ୍କ ଆପଣଙ୍କୁ ବିକଳ୍ପ ଦେବ ..  ଆପଣ  ବାଛିବେ.. 
ଅଧିକ ପଢନ୍ତୁ ଭାରତ ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
Check Bank Account Balance on WhatsApp | Argus News