Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଛଟ୍ ପୂଜା ପାଇଁ ଉତ୍ସବ ମୁଖର ସାରା ଦେଶ

National

ଛଟ୍ ପୂଜା ପାଇଁ ଉତ୍ସବ ମୁଖର ସାରା ଦେଶ

Banajyotshna Ray
Browse all articles by Banajyotshna Ray
·2 years ago
ଛଟ୍ ପୂଜା ପାଇଁ ଉତ୍ସବ ମୁଖର ସାରା ଦେଶ

ଅର୍ଗସ ବ୍ୟୁରୋ:  ଛଟ୍ ପୂଜା ପାଇଁ ଉତ୍ସବ ମୁଖର ସାରା ଦେଶ । ଆଜି ଛଟ ପୂଜାରେ ସୂର୍ଯ୍ୟ ଦେବତା ଓ  ଛଟି ମାତାଙ୍କୁ ପୂଜା କରାଯାଏ । ଏହି ପୂଜା ମୁଖ୍ୟତ ବିହାର, ଝାଡଖଣ୍ଡ, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶରେ ପାଳନ କରାଯାଉଥିବା ବେଳେ ଦେଶର ଅନ୍ୟ ରାଜ୍ୟରେ ମଧ୍ୟ ଏହା ପାଳନ କରାଯାଇଥାଏ ।  ଏହି ପର୍ବ ପାଳନ କଲେ ପରିବାରରେ ସୁଖ ସମୃଦ୍ଧି ଆସିଥାଏ ବୋଲି ବିଶ୍ବାସ ରହିଛି । ତେବେ ଓଡ଼ିଶାରେ ମଧ୍ୟ ବିଭିନ୍ନ ସ୍ଥାନରେ ଛଟ ପୂଜା ପାଳନ କରାଯାଉଛି ।

ଭାରତ ଖବର ଆହୁରି ପଢନ୍ତୁ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
Chhath Puja 2023 | Argus News