Maoists / ଛତିଶଗଡ: ଆତ୍ମସମର୍ପଣ କଲେ ୩୭ ମାଓବାଦୀ
·9 months ago·2 min read

Key Points
ଛତିଶଗଡ: ଆତ୍ମସମର୍ପଣ କଲେ ୩୭ ମାଓବାଦୀ
ଦନ୍ତେଓ୍ବାଡ଼ାରେ 12 ମହିଳାଙ୍କ ସମେତ 37 ମାଓବାଦୀଙ୍କ ଆତ୍ମସମର୍ପଣ
27 ଜଣଙ୍କ ଉପରେ ରହିଥିଲା 65 ଲକ୍ଷ ଟଙ୍କାର
ଦନ୍ତେଓ୍ବାଡ଼ାରେ 12 ମହିଳାଙ୍କ ସମେତ 37 ମାଓବାଦୀଙ୍କ ଆତ୍ମସମର୍ପଣ
27 ଜଣଙ୍କ ଉପରେ ରହିଥିଲା 65 ଲକ୍ଷ ଟଙ୍କାର
ବଦଳୁଛି ସମୟ ବଦଳୁଛି ଅଭ୍ୟାସ। ମାଓଗଡ ଛାଡୁଛନ୍ତି ମାଓବାଦୀ। ପୁଣି ଛତିଶଗଡ଼ର ଦନ୍ତେଓ୍ବାଡାରେ ଆତ୍ମସମର୍ପଣ କଲେ 37 ମାଓବାଦୀ। ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ମଧ୍ୟରେ 12ଜଣ ମହିଳା ରହିଛନ୍ତି। ଦନ୍ତେଓ୍ବାଡା ଏସପି ଗୌରଭ ରାୟଙ୍କ ଅନୁସାରେ, ଏମାନେ 2024 ମସିହାରେ ଟୁଲଟୁଲିଆରେ ହୋଇଥିବା ଏକ ବଡ଼ ଏନକାଉଣ୍ଟରରେ ସାମିଲ ଥିଲେ। ଏମାନଙ୍କ ମଧ୍ୟରୁ ୨୭ ନକ୍ସଲଙ୍କ ଉପରେ 65 ଲକ୍ଷ ଟଙ୍କାର ଇନାମ ରାଶି ରହିଥିଲା। ପୋଲିସର ସୂଚନା ଅନୁସାରେ ଗତ ୨୦ ମାସ ଭିତରେ ଦନ୍ତେୱାଡାରେ ୧୬୫ ଇନାମ ରାଶି ଥିବା ନକ୍ସଲଙ୍କ ସମେତ ୫୦୮ ଜଣ ଆତ୍ମସମର୍ପଣ କରିସାରିଲେଣି।
ଆଣ୍ଟି ନକ୍ସଲ ଅପରେସନକୁ ବଡ଼ ସଫଳତା । ଗତ କିଛି ଦିନ ହେବ ୧୧ ମାଓବାଦୀ କଲେ ଆତ୍ମସମର୍ପଣ କରିଥିଲେ । ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ମହାରାଷ୍ଟ୍ର ଗୋଣ୍ଡିଆ ପୋଲିସ୍ ନିକଟରେ ସମସ୍ତ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ସୂଚନାନୁଯାୟୀ ମଧ୍ୟପ୍ରଦେଶ ମହାରାଷ୍ଟ୍ର-ଛତିଶଗଡ ସ୍ପେଶାଲ ଜୋନାଲ କମିଟି ନକ୍ସଲ ସଙ୍ଗଠନର ଶତାଧିକ ମାଓବାଦୀ ସରକାରଙ୍କ ନିକଟରେ ଆତ୍ମସମର୍ପଣ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି ।
ଏଥିସହ ପଢ଼ନ୍ତୁ: ପୁଣି ୧୧ ମାଓବାଦୀ କଲେ ଆତ୍ମସମର୍ପଣ
ମାଓନେତା ଅନନ୍ତଙ୍କ ପକ୍ଷରୁ ଜାରି କରାଯାଇଥିବା ଏକ ଚିଠି ଏକ ସପ୍ତାହ ଭିତରେ ଦ୍ୱିତୀୟ । ଏହା ପୂର୍ବରୁ ଗତ ସପ୍ତାହରେ ସେ ଜାରି କରିଥିବା ଚିଠିରେ ଫେବ୍ରୁଆରୀ ୧୫ ସୁଦ୍ଧା ଆତ୍ମସମର୍ପଣ କରିବା କଥା ଉଲ୍ଲେଖ କରିଥିଲେ । କିନ୍ତୁ ବର୍ତ୍ତମାନ ଜାରି କରିଥିବା ନୂଆ ଚିଠିରେ ଜାନୁଆରୀ ୧ ତାରିଖରେ ଆତ୍ମସମର୍ପଣ କରିବାକୁ କହିଥିଲେ । ଯେଭଳି ଛତିଶଗଡରେ ସତୀଶ ଓ ମହାରାଷ୍ଟ୍ରରେ ସୋନୁ ଆତ୍ମସମର୍ପଣ କରିଛନ୍ତି ଠିକ୍ ସେହିଭଳି ସେମାନେ ମଧ୍ୟପ୍ରଦେଶ, ମହାରାଷ୍ଟ୍ର ଓ ଛତିଶଗଡର ମୁଖ୍ୟମନ୍ତ୍ରୀ କିମ୍ବା ଗୃହମନ୍ତ୍ରୀଙ୍କ ନିକଟରେ ଆତ୍ମସମର୍ପଣ କରିବା କଥା ଲେଖିଛନ୍ତି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
କେବଳ ଏତିକି ନୁହେଁ ସେ ନିଜ ସାଥୀମାନଙ୍କ ସହିତ କଥାବାର୍ତ୍ତା କରିବା ଲାଗି ଏକ ବାଉଫେଙ୍ଗରେ ଖୋଲା ଫ୍ରିକ୍ୱେନ୍ସି ନମ୍ବର ୪୩୫.୭୧୫ ମଧ୍ୟ ଜାରି କରିଛନ୍ତି । ଯେଉଁଥିରେ ଜାନୁଆରୀ ୧ ତାରିଖ ପର୍ଯ୍ୟନ୍ତ ପ୍ରତିଦିନ ପୂର୍ବାହ୍ନ ୧୧ଟାରୁ ୧୧ଟା ୧୫ ମଧ୍ୟରେ ସେ ସାଥୀମାନଙ୍କ ସହ କଥାବାର୍ତ୍ତା କରିବେ । ପ୍ରଥମଥର ଲାଗି ନକ୍ସଲମାନେ ଏକ ଖୋଲା ଫ୍ରିକ୍ସେନ୍ସି ଜାରି କରିଛନ୍ତି । ବାଉଫେଙ୍ଗ ହେଉଛି ହାତରେ ଧରିପାରିବା ଭଳି ଏକ ୱାକିଟକି ବା ଛୋଟ ରେଡିଓ । ଯାହାରି ମାଧ୍ୟମରେଜଙ୍ଗଲ, ପାହାଡ କିମ୍ବା ସହରର ଭିଡ ଭିତରେ ବିନା ମୋବାଇଲ ନେଟୱାର୍କରେ ଦୁଇଜଣ ବ୍ୟକ୍ତି କଥାବାର୍ତ୍ତା କରିପାରିବେ । ସେପଟେ ୨୦୨୬ ମସିହା ମାର୍ଚ୍ଚ ଶେଷ ସୁଦ୍ଧା ସାରା ଦେଶରୁ ସମ୍ପୂର୍ଣ୍ଣ ମାଓବାଦ ମୂଳପୋଛ ଲାଗି ଆହ୍ଵାନ ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଗତକାଲି ମାଓବାଦୀଙ୍କ ଆତ୍ମସମର୍ପଣ ରାଶି ବୃଦ୍ଧି କରାଯାଇଥିଲା ।
ଅଧିକ ପଢ଼ନ୍ତୁ ଦେଶ ଖବର:
ଅଧିକ ପଢ଼ନ୍ତୁ ଦେଶ ଖବର:
Related Topics
Explore more stories