Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - Cloudburst-at bhubaneswar: ବାଦଲ ଫଟା ବର୍ଷା: ଏକାଧିକ ମୃତ, ଅନେକ ଘର କ୍ଷତିଗ୍ରସ୍ତ

National

Breaking / Cloudburst-at bhubaneswar: ବାଦଲ ଫଟା ବର୍ଷା: ଏକାଧିକ ମୃତ, ଅନେକ ଘର କ୍ଷତିଗ୍ରସ୍ତ

Bikash Chandra Barik
Browse all articles by Bikash Chandra Barik
·8 months ago·1 min read
Cloudburst-at bhubaneswar: ବାଦଲ ଫଟା ବର୍ଷା: ଏକାଧିକ ମୃତ, ଅନେକ ଘର କ୍ଷତିଗ୍ରସ୍ତ

Key Points

କାଠୁଆ ଏବଂ କିସ୍ତୱାର ପରେ ମଙ୍ଗଳବାର ଜମ୍ମୁ ଏବଂ କାଶ୍ମୀରର ଦୋଡା ଜିଲ୍ଲାରେ ବାଦଲ ଫଟା ବର୍ଷାରେ ୪ ଜଣଙ୍କର ମୃତ୍ୟୁ ହୋଇଛି। ପ୍ରବଳ ବର୍ଷା ଯୋଗୁଁ ହଠାତ୍ ବନ୍ୟା ପାଣି ମାଡି ଆସିବାରୁ ୧୦ ରୁ ଅଧିକ ଘର କ୍ଷତିଗ୍ରସ୍ତ ହୋଇଛି। ଏହା ସହ କାଠୁଆ, ସାମ୍ବା, ଦୋଡା, ଜମ୍ମୁ, ରାମବାନ ଏବଂ କିସ୍ତୱାର ଜିଲ୍ଲା ସମେତ ଜମ୍ମୁ ଅଞ୍ଚଳର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ମଧ୍ୟ ସତର୍କ କରିଛି ପାଣିପାଗ ବିଭାଗ। ଅତ୍ୟନ୍ତ ଖରାପ ପାଗକୁ ଦୃଷ୍ଟିରେ ରଖି ଜମ୍ମୁ ଡିଭିଜନରେ ସମସ୍ତ ସରକାରୀ ଏବଂ ବେସରକାରୀ ସ୍କୁଲ ବନ୍ଦ ରହିଛି

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Breaking | | Argus News