Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଗୃହମନ୍ତ୍ରୀ ଅମିତ୍ ଶାହାଙ୍କ ସହ ବୈଠକରେ ଯୋଗ ଦେବେ ସିଏମ୍

Rashmita Mishra
Browse all articles by Rashmita Mishra
·1 year ago
ଗୃହମନ୍ତ୍ରୀ ଅମିତ୍ ଶାହାଙ୍କ ସହ ବୈଠକରେ ଯୋଗ ଦେବେ ସିଏମ୍

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦିଲ୍ଲୀ ଗସ୍ତର ତୃତୀୟ ଦିନରେ ଗୃହମନ୍ତ୍ରୀ ଅମିତ୍ ଶାହାଙ୍କ ସହ ବୈଠକରେ ଯୋଗ ଦେବେ ସିଏମ୍ । ରାଜ୍ୟରେ ୩ ନୂଆ ଆଇନ କ୍ରିୟାନ୍ଵୟନ ନେଇ ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକ କରିବେ ଗୃହମନ୍ତ୍ରୀ ଅମିତ୍ ଶାହା । ଓଡ଼ିଶାରେ ଭାରତୀୟ ନାଗରିକ ସୁରକ୍ଷା ସଂହିତା-୨୦୨୩, ଭାରତୀୟ ନ୍ୟାୟ ସଂହିତା-୨୦୨୩ ଓ ଭାରତୀୟ ଶିକ୍ଷା ଅଧିନିୟମ-୨୦୨୩ କ୍ରିୟାନ୍ଵୟନ ନେଇ ଆଲୋଚନା କରିବେ ଗୃହମନ୍ତ୍ରୀ । ସେପଟେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ପର୍ଯ୍ୟାୟ କ୍ରମେ ଆଲୋଚନା କରିଛନ୍ତି ଅମିତ୍ ଶାହା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
cm-to-attend-meeting-with-home-minister-amit-shah | Argus News