Videos
|
National

ୟୁପିରୁ ନିପାତ ହେବ ମାଫିଆରାଜ୍: ଯୋଗୀ

Banajyotshna Ray
Browse all articles by Banajyotshna Ray
·2 years ago
ୟୁପିରୁ ନିପାତ ହେବ ମାଫିଆରାଜ୍: ଯୋଗୀ

ଅର୍ଗସ ବ୍ୟୁରୋ:  ଯୋଗୀଙ୍କ ଚେତାବନୀ, ୟୁପିରୁ ନିପାତ ହେବ ମାଫିଆରାଜ୍ । ଆଲିଗଡ଼ରେ ଗର୍ଜିଲେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । କହିଲେ, ଉତ୍ତରପ୍ରଦେଶ ସରକାର ଝିଅ ଓ ସାଧାରଣ ଲୋକଙ୍କ ସୁରକ୍ଷାକୁ ନିଶ୍ଚିତ କରିଛି । ମାଫିଆ ଓ ଗୁଣ୍ଡାଙ୍କ ବିରୋଧରେ ନିଆଯାଇଛି ଦୃଢ଼ କାର୍ଯ୍ୟାନୁଷ୍ଠାନ  ।  ସେ ବିଶାଳ ସମାବେଶକୁ ସମ୍ବୋଧନ କରି କହିଛନ୍ତି, ଆମେ ସମାଜକୁ ଗୋଟିଏ ସଶକ୍ତ ବାର୍ତ୍ତା ପଠାଇବାକୁ ସକ୍ଷମ ହୋଇଛୁ। ଆମେ କେବଳ ଅଯୋଧ୍ୟାକୁ ଭଗବାନ ରାମଙ୍କୁ ଆଣି ନାହୁଁ, ବରଂ ସମାଜ ପ୍ରତି ବିପଦ ସୃଷ୍ଟି କରୁଥିବା ତତ୍ତ୍ୱମାନଙ୍କର ରାମ ନାମ ସତ୍ୟ ହେ ମଧ୍ୟ କରିଛୁ।

ଅଧିକ ପଢ଼ନ୍ତୁ ଦେଶ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
CM Yogi's Stern Warning To Mafia In U.P Says | Argus News